କରୋନାର ନୂଆ ରୂପ: ବ୍ରିଟେନ ଫେରନ୍ତା ବ୍ୟକ୍ତି ପଜିଟିଭ ଚିହ୍ନଟ

Published By : Prameya-News7 Bureau | December 23, 2020 IST

ଭୁବନେଶ୍ବର୨୩/୧୨: କରୋନା ଭାଇରସର ନୂଆ ଷ୍ଟ୍ରେନରେ ଦେଶବ୍ୟାପୀ ଆତଙ୍କ। ଭୁବନେଶ୍ବରରେ ଜଣେ ବ୍ରିଟେନ ଫେରନ୍ତା ବ୍ୟକ୍ତି କରୋନା ଚିହ୍ନଟ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ, ଡିସେମ୍ବର ମାସ ୧୮ ତାରିଖରେ ଏହି ବ୍ୟକ୍ତି ବ୍ରିଟେନରୁ ଫେରିଥିଲେ। ପରୀକ୍ଷା ପରେ ସେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

{"id":381888,"sizeSlug":"large","linkDestination":"none"}

ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବ୍ରିଟେନରେ କରୋନା ନୂଆ ରୂପକୁ ନେଇ ଭୟ ଖେଳି ଯାଇଛି। ପୁଣି ଓଡିଶାରେ ନୂଆ କରୋନା ଭାଇରସରେ ଜଣେ ବ୍ୟକ୍ତି ଚିହ୍ନଟ ହେବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.