Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କ୍ୟାନସର ଭଳି ଭୟଙ୍କର ରୋଗର ଚିକିତ୍ସା : ମାତ୍ର ୨ ଦିନରେ ମରିଯିବ କ୍ୟାନସର ଜୀବାଣୁ

5/04/2019 at 6:49 PM

ନୂଆଦିଲ୍ଲୀ ୫/୪ : ବର୍ତ୍ତମାନ ସମୟର ସବୁଠାରୁ ଭୟଙ୍କର ରୋଗ ହେଲା କ୍ୟାନସର | କ୍ୟାନସରରେ ପ୍ରତିବର୍ଷ ହଜାର ହଜାର ଲୋକ ପ୍ରାଣ ହରାଉଛନ୍ତି | ଏହି ଭୟଙ୍କର ରୋଗ ଶିଶୁ ଠାରୁ ଆରମ୍ଭ କରି ବୃଦ୍ଧ ପର୍ଯ୍ୟନ୍ତ ସମସ୍ତଙ୍କୁ ଗ୍ରାସ କରୁଛି | ଅନେକ ରିସର୍ଚ୍ଚ ପରେ ମଧ୍ୟ କ୍ୟାନସରର ଏମିତି କୌଣସି ଔଷଧ ବାହରିନାହିଁ ଯାହାଦ୍ୱାରା ଏହି ରୋଗ ସମୂଳେ ଧ୍ବଂସ ହୋଇଯିବ | ତେବେ କ୍ୟାନସର ଭଳି ରୋଗରୁ ମୁକ୍ତି ପାଇବା ପାଇଁ କିଛି ସରଳ ଉପାୟ ବା ଘରୋଇ ପ୍ରତିକାର ମଧ୍ୟ ରହିଛି |


ଏହି ଭୟଙ୍କର ରୋଗର ଚିକିତ୍ସା ସମ୍ଭବ ନୁହେଁ | ଚିକିତ୍ସା ପରେ ମଧ୍ୟ ଏହି ରୋଗ ମଣିଷକୁ ଗ୍ରାସ କରିଥାଏ | କିନ୍ତୁ ଯଦି ପ୍ରଥମରୁ ହିଁ ଏହି ରୋଗ ସମ୍ପର୍କରେ ଜାଣିପାରିବା ତ’ହେଲେ ଏହାର ଚିକିତ୍ସା କରାଯାଇପାରିବ କିମ୍ବା ଏହି ରୋଗକୁ ବଢ଼ିବାରୁ ରୋକା ଯାଇପାରିବ |


ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, କ୍ୟାନସର ରୋଗୀଙ୍କ ପାଇଁ ଅଙ୍ଗୁର ମଞ୍ଜି ବହୁତ ଉପାଦେୟ | ଅଙ୍ଗୁର ମଞ୍ଜିର ରସ ସେବନ କରିବା ଦ୍ୱାରା କ୍ୟାନସର ରୋଗୀଙ୍କୁ ଆରାମ ମିଳିଥାଏ | ଅଙ୍ଗୁର ମଞ୍ଜିରୁ ବାହାରୁଥିବା ରସ ଏହି ରୋଗକୁ ରୋକିବାରେ ସକ୍ଷମ ହୋଇଥାଏ | ଏହାର ପ୍ରଭାବ ୪୮ ଘଣ୍ଟା ମଧ୍ୟରେ ଆପଣ ଅନୁଭବ କରିପାରିବେ |


ବିଶେଷଜ୍ଞଙ୍କ ମତ ଅନୁସାରେ, ଅଙ୍ଗୁର ଖାଇବା ପାଇଁ ଯେତିକି ସୁଆଦିଆ, ତାର ସେତିକି ଭଲ ଗୁଣ ମଧ୍ୟ ରହିଛି | ଅଙ୍ଗୁରରେ କ୍ୟାଲୋରୀ, ଫାଇବର ଏବଂ ଭିଟାମିନ ସି ଏବଂ ଇ ପର୍ଯ୍ୟାପ୍ତ ପରିମାଣର ରହିଛି | ଯେଉଁଥିପାଇଁ ଏହା କ୍ୟାନସର ଭଳି ଭୟଙ୍କର ରୋଗକୁ ବଢିବାକୁ ଦେଇନଥାଏ |

   Related Posts