ରିଲିଜ ହେଲା ଆଡଲ୍ଟ ଫିଲ୍ମ ‘ନଶା’ର ନାୟିକା ପୁନମ ପାଣ୍ଡେଙ୍କ ନୂଆ ସେକ୍ସି ଭିଡିଓ: ଦେଖି ଉଡିଯିବ ହୋସ

Published By : Prameya-News7 Bureau | April 11, 2019 IST

ମୁମ୍ୱାଇ୧୧|୪: ବଲିଉଡର ସବୁଠୁ ସେକ୍ସି ଅଭିନେତ୍ରୀ ହେଉଛନ୍ତି ପୁନମ ପାଣ୍ଡେ । ଅଧିକାଂଶ ସମୟରେ ସେ ତାଙ୍କ ହଟ ଓ ସେକ୍ସି ଭିଡିଓ ଦ୍ୱାରା ଇଣ୍ଟରନେଟରେ ଧମାଲ କରନ୍ତି। ତାଙ୍କର ଭିଡିଓ ଦେଖି ଦର୍ଶକଙ୍କ ହୋସ ଉଡିଯାଏ। ମଡେଲ ହୋଇ କ୍ୟାରିଅର ଆରମ୍ଭ କରିଥିବା ପୁନମ ୨୦୧୨ ମସିହାରୁ ଅଧିକ ଚର୍ଚ୍ଚାରେ ଆସିଥିଲେ।

{"id":102274}

୨୦୧୨ ମସିହାରେ କୋଲକାତା ନାଇଟ୍‌ ରାଇଡର୍‌ସ ଆଇପିଏଲ ଜିତିଲା ପରେ ସେ ଉଲଗ୍ନ ହୋଇ ପୋଜ ଦେଇଥିଲେ। ଏହାକୁ ଅନେକ ଦର୍ଶକ ପସନ୍ଦ କରିନଥିଲେ ଓ ପୁନମଙ୍କୁ ବ୍ୟାନ କରିବା ପାଇଁ ମଧ୍ୟ ଦାବି କରିଥିଲେ। କିନ୍ତୁ ପୁନମ ୨୦୧୨ ଆଇପିଏଲ ପରେ ଫେମସ ହୋଇଥିଲେ। ୨୦୧୨ ମସିହାର କିଂଗଫିସର କାଲେଣ୍ଡରର ଟପ୍‌ ମଡେଲ ଥିଲେ ପୁନମ।

{"id":102275}

ବଲିଉଡ ଓ ତେଲୁଗୁ ସିନେମା ଜଗତରେ ଅଭିନୟ କରି ସେ ଅଧିକ ଲୋକପ୍ରିୟତା ହାସଲ କରିନଥିଲେ। କିନ୍ତୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦ୍ୱାରା ସେ ବେଶ ପପୁଲାର ହୋଇଛନ୍ତି। ତେବେ କିଛି ଦିନ ତଳେ ପୁନମ ନିଜର ସେକ୍ସି ଭିଡିଓ ଇଣ୍ଟରନେଟରେ ସେଆର କରିଥିଲେ। ଏହି ଭିଡିଓରେ ସେ କେବଳ ସେକ୍ସି ମୁଭ୍‌ସ ଦେଉଥିଲେ। ହେଲେ ଭିଡିଓରେ ତାଙ୍କ ଅନ୍ଦାଜ ଦର୍ଶକଙ୍କୁ ତାଙ୍କ ଦିୱାନା କରିଛି।

{"id":102276}

ପୁନମଙ୍କ ଭିଡିଓ ଓ ପୋଷ୍ଟ ଅପେକ୍ଷାରେ ଅଧିକାଂଶ ଦର୍ଶକ ଥାନ୍ତି। ମଝିରେ ପୁନମ ବ୍ୟସ୍ତରେ ଥିବାରୁ କୌଣସି ପୋଷ୍ଟ କରୁନଥିଲେ। ସେହି ସମୟରେ “ମିସିଙ୍ଗ ପୁନମ ପାଣ୍ଡେ” ଲେଖି ତାଙ୍କ ଫ୍ୟାନ ଟୁଇଟ୍‌ କରିଥିଲେ। ପୁନମଙ୍କ ଫ୍ୟାନ ଫଲୋଇଂଗ ଜଣେ କ୍ରିକେଟ ତାରକା ଓ ଅଭିନେତ୍ରୀଠୁ ମଧ୍ୟ ଅଧିକ।

{"id":102277}

ଲୋକେ ତାଙ୍କୁ ଦେଖିବା ବହୁତ ପସନ୍ଦ କରନ୍ତି। ପ୍ରତ୍ୟେକ ଖାସ ଅବସରରେ ପୁନମ ତାଙ୍କ ଭିଡିଓ ଓ ଫଟେ ସେଆର କରି ଲୋକଙ୍କୁ ପାଗଳ କରନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପରଠୁ ସେ ତାଙ୍କ ସେକ୍ସି ଓ ହଟ ସିନ ପାଇଁ ଚର୍ଚ୍ଚାରେ ଥାନ୍ତି।

{"id":102278}

ଫିଲ୍ମ ନଶାରେ ଅଭିନୟ କରି ପୁନମ ବଲିଉଡରେ ଡେବ୍ୟୁ କରିଥିଲେ।ଏହି ଆଡଲ୍‌ଟ ଫିଲ୍ମରେ ସେ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରରେ ପୁନମ ଅନେକ ବୋଲ୍‌ଡ ସିନ କରିଥିଲେ।   

wp:heading {"level":1}

 

/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.