Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୭ କୋଭିଡ୍ ପଜିଟିଭ୍, ୩୩୭୧୯୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଓଡିଶା ହାତରୁ ଖସୁଛି ବନ୍ଧୁଗାଁ ବ୍ଲକ, ଲୋଭ ଦେଖାଇ ଗାଁ ଲୋକଙ୍କୁ ନିଜ ଆଡକୁ ଟାଣୁଛି ଆନ୍ଧ୍ର
  • ||
  • ଅଟୋକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍ : ଜଣେ ମୃତ, ୩ ଗୁରୁତର
  • ||
  • ବାଇକକୁ ଧକ୍କା ଦେଲା ହାଇଓ୍ୱା, ଆରୋହୀ ମୃତ
  • ||
  • ଯୁବତୀଙ୍କୁ ଘରୁ ଉଠାଇ ନେଇ ୧୫ ଦିନ ଧରି ଦୁଷ୍କର୍ମ ! ଅଭିଯୁକ୍ତ ଦେଉଥିଲା ହତ୍ୟା ଧମକ, ଫଟୋ ଭାଇରାଲ ନେଇ କରୁଥିଲା ବ୍ଲାକମେଲିଂ…
  • ||
  • ତାତିରୁ ଏବେ ନିସ୍ତାର ନାହିଁ, ଆହୁରି ଛଟପଟ କରିବ ଖରା
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||

ନିଜର ଦୀର୍ଘ ଦିନର ବୟଫ୍ରେଣ୍ଡ ସ୍ୟାମଙ୍କ ସହ ବିବାହ କଲେ ପୁନମ୍ ପାଣ୍ଡେ : ସୋସିଆଲ ମିଡିଆରେ ସେୟାର କଲେ ଫଟୋ

11/09/2020 at 6:55 PM

ମୁମ୍ବାଇ ୧୧/୯: ଅଭିନେତ୍ରୀ ପୁନମ୍ ପାଣ୍ଡେ ସ୍ୟାମ୍ ବମ୍ବେଙ୍କୁ ବିବାହ କରିଛନ୍ତି। ନିଜର ସମସ୍ତ ପ୍ରଶଂସକଙ୍କୁ ସରପ୍ରାଇଜ ଦେଇ ନିଜେ ପୁନମ୍ ସୋସିଆଲ ମିଡିଆରେ ଅନେକ ଫଟୋ ସେୟାର କରି କହିଛନ୍ତି ଯେ ଏବେ ସେ ନିଜ ବାକି ଜୀବନ ସ୍ୟାମଙ୍କ ସହ ବିତାଇବାକୁ ଯାଉଛନ୍ତି।

ସୋସିଆଲ ମିଡିଆରେ ପୁନମ୍-ସ୍ୟାମଙ୍କ ସବୁ ଫଟୋ ହଇଚଇ ସୃଷ୍ଟି କରିଛି। ସମସ୍ତେ ଏହି ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି। କିଛି ଫଟୋ ମେହେନ୍ଦୀର ହୋଇଥିବାବେଳେ କେତେକ ବିବାହର।

ଏହି ଫଟୋଗୁଡ଼ିକ ସେୟାର କରି ପୁନମ ଏକ ସୁନ୍ଦର ପୋଷ୍ଟ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି ଯେ ଏବେ ସେ ତାଙ୍କ ସହ ସାତ ଜନ୍ମ ବିତାଇବାକୁ ପ୍ରସ୍ତୁତ ଅଛନ୍ତି। ପୁନମଙ୍କ ଏହି ଅନ୍ଦାଜ ସମସ୍ତଙ୍କ ହୃଦୟ ଜିତୁଛି।

ଭାଇରାଲ୍ ଫଟୋରେ ପୁନମ୍ ଟ୍ରାଡିସନାଲ୍ ଲେହେଙ୍ଗାରେ ନଜର ଆସିଛନ୍ତି। ସେ ଏହି ଲେହେଙ୍ଗାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ସେହିପରି ସ୍ୟାମ୍ ମଧ୍ୟ ସେହି ଲେହେଙ୍ଗାର ମ୍ୟାଚିଂରେ ଏକ ଶେରଓ୍ବାନି ପିନ୍ଧିଛନ୍ତି।

   Related Posts