ଟି-ସାର୍ଟ ଉଠାଇ ପୁନମ ପାଣ୍ଡେ କଲେ ଏପରି ଅଶ୍ଳୀଳ କାମ : ଦେଖନ୍ତୁ ଭାଇରାଲ ଭିଡିଓ
24/12/2019 at 12:14 PM

ମୁମ୍ବାଇ ୨୪/୧୨: ନିକଟରେ ଇନଷ୍ଟାଗ୍ରାମର ବେଗମ୍ କୁହାଯାଉଥିବା ପୁନମ୍ ପାଣ୍ଡେ ନିଜର ବୋଲ୍ଡ ଅନ୍ଦାଜରେ ସମସ୍ତଙ୍କୁ ମତୁଆଲା କରିଛନ୍ତି। ସେ ନିକଟରେ ଏକ ଏପରି ଭିଡିଓ ସେୟାର କରିଛନ୍ତି ଯାହା ଦେଖିବା ପରେ ସମସ୍ତଙ୍କ ହୋସ୍ ଉଡ଼ିଯାଇଛି। ଏବେ ସେ ନିଜ ଫ୍ୟାନଙ୍କ ନିଦ ହଜାଇବା ପାଇଁ ଏକ ନୂଆ ଭିଡିଓ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି।
ଏହି ଭିଡିଓରେ ପୁନମ୍ ପାଣ୍ଡେ ପୁଣି ଥରେ ଇନଷ୍ଟାଗ୍ରାମରେ ହଟ୍ ଅବତାରରେ ଦେଖାଯାଇଛନ୍ତି।
ସେ ଏହି ଭିଡିଓ ସେୟାର କରି ଲେଖିଛନ୍ତି ‘ହ୍ବାଟସ୍ ଅପ୍?’ ସେହିପରି ଆଉ ଏକ ଭିଡିଓ ସେୟାର କରି ପୁନମ୍ ଲେଖିଛନ୍ତି ‘ଆଇ ଲାଇକ୍ ମାଇ ଟଙ୍ଗ୍’।

Related Posts
ଭଜନ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ, ଶୋକ ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ
22 January 2021
‘ମୋଷ୍ଟ ପପୁଲାର ଷ୍ଟାର ଇଣ୍ଡିଆ ଲଭ୍ସ’ ତାଲିକାରେ ପୁଣି ଶୀର୍ଷରେ ଦୀପିକା
22 January 2021