ପୁନମ ଧିଲୋଁଙ୍କ ଭଳି ତାଙ୍କ ଝିଅ ମଧ୍ୟ ହଟ ଓ ଗ୍ଲାମରସ, ଦେଖନ୍ତୁ ଫଟୋ

Published By : Prameya-News7 Bureau | April 18, 2019 IST

wp:heading {"level":5}
ମୁମ୍ୱାଇ ୧୮|୪:  ୮୦ଟି ଫିଲ୍ମରେ ଅଭିନୟ କରିଥିବା ବଲିଉଡ ଅଭିନେତ୍ରୀ ପୁନମ ଧିଲୋଁ ଆଜିକାଲି ଫିଲ୍ମ ଇଣ୍ଡଷ୍ଟ୍ରିରୁ ଦୂରରେ ଅଛନ୍ତି। ୯୦ ଦଶକର ଆଗଧାଡିର ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ପୁନମ । ହିନ୍ଦି ସିନେମା ଜଗତକୁ ସେ ଅନେକ ହିଟ୍‌ ଫିଲ୍ମ ଦେଇଛନ୍ତି । ତାଙ୍କୁ ଶେଷ ଥର ପାଇଁ ରମୟା ୱସ୍ତାଭୟା ଫିଲ୍ମରେ ଦେଖାଯାଇଥିଲା ।
/wp:heading {"id":104704}
wp:heading {"level":5}
୧୬ ବର୍ଷ ବୟସରେ ପୁନମ ମିସ ୟଙ୍ଗ ଇଂଡିୟାର ମୁକୁଟ ହାସଲ କରିଥିଲେ। ବଲିଉଡ ସହ ସେ ତେଲୁଗୁ, ବେଙ୍ଗଲି ଓ କନ୍ନଡ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। ଖୁବ କମ ସମୟରେ ସେ ଅପୂର୍ବ ସଫଳତା ହାସଲ କରିଥିଲେ ।
/wp:heading {"id":104709,"width":583,"height":436}

ପ୍ରତିଷ୍ଠିତ ଅଭିନେତ୍ରୀ ପୁନମ ବହୁ ପ୍ରତିକ୍ଷିତ ସୋ ବିଗ୍‌ବସ୍‌ ୨୦୦୯ରେ ପ୍ରତିଯୋଗି ଭାବେ ମଧ୍ୟ ଭାଗ ନେଇଥିଲେ। ବିଗ୍‌ବସ୍‌ରେ ସେ ରନର ଅପ ମଧ୍ୟ ହୋଇଥିଲେ ।

{"id":104712}
wp:heading {"level":5}
ଫିଲ୍ମ ସହ ସେ ଅନେକ ଟେଲିଭିଜନ ଧାରାବାହିକରେ ମଧ୍ୟ ଅଭିନୟ ସେ କରିଛନ୍ତି । ସ୍ୱାମୀଙ୍କଠୁ ଅଲଗା ହେବା ପରେ ପୁନମ ତାଙ୍କ ୨ ପୁଅ ଝିଅଙ୍କର ସିଙ୍ଗଲ ମଦର ହୋଇ ଦେଖାରେଖା କରିଛନ୍ତି। ତେବେ ପୁନମଙ୍କ ଝିଅ ପାଲୋମା ଠାକେରିୟା ଧିଲୋଁ ଆଜିକାଲି ସୋସିଆଲ ମିଡିଆରେ ବେଶ ଚର୍ଚ୍ଚାରେ ଅଛନ୍ତି।
/wp:heading {"id":104715}

ସେ ସୋସିଆଲ ମିଡିଆରେ ବହୁତ ଆକ୍ଟିଭ ରୁହନ୍ତି। ପାଲୋମା ସମ୍ପୂର୍ଣ୍ଣ ଭାବେ ତାଙ୍କ ମାଁ ଭଳି ସୁନ୍ଦର ଦେଖିବାକୁ। ସେ ବହୁତ ବୋଲ୍ଡ ଓ ସେକ୍ସି।

{"id":104714,"width":582,"height":327}
wp:heading {"level":5}
ଦର୍ଶକ ତାଙ୍କ ହଟ ଅନ୍ଦାଜ ବହୁତ ପସନ୍ଦ କରିଛନ୍ତି। ପାଲୋମାଙ୍କ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଶିଘ୍ର ଭାଇରାଲ ହୋଇଥାଏ। ତାଙ୍କର ଇଣଷ୍ଟାଗ୍ରାମ ଆକାଉଣ୍ଟରେ ଭଲ ପପୁଲାରିଟି ଅଛି। ୩୨ ହଜାରରୁ ଅଧିକ ଲୋକ ତାଙ୍କୁ ଇଣଷ୍ଟାଗ୍ରାମରେ ଫଲୋ କରନ୍ତି।ପାଲୋମାଙ୍କ ଭାଇ ଅନମୋଲ ମଧ୍ୟ କୌଣସି ଷ୍ଟାରଠୁ କମ ନୁହଁନ୍ତି। ଉଭୟ ଭାଇ ଭଉଣୀ ଅନ୍ୟ ଷ୍ଟାର କିଡ୍ସଙ୍କୁ କଡା ଟକ୍କର ଦେଉଛନ୍ତି। ପାଲୋମାଙ୍କ ଫଟୋ ଦେଖି ଲାଗିବ ଯେମିତି ସେ ବଲିଉଡରେ ଖୁବ୍‌ ଶୀଘ୍ର ପାଦ ଦେବେ।
/wp:heading

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.