Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜାସନ ରୟ ଓ ଓ୍ଵିଲିୟମସନଙ୍କ ଅର୍ଦ୍ଧଶତକ, ଲଗାତାର ପରାଜୟ ପରେ ରାଜସ୍ଥାନକୁ ହରାଇ ବିଜୟର ସ୍ଵାଦ ଚାଖିଲା ହାଇଦ୍ରାବାଦ
  • ||
  • ବିଜାପୁର ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ହମ୍‌ଲା, ଜାରି ରହିଛି ଗୁଳି ବିନିମୟ
  • ||
  • ନ୍ୟୁଜ7ରେ ପୁଣି ଆାରମ୍ଭ ହେବ ‘ହଟସିଟ୍ ’, ସିଜନ-୨ରେ ସାମିଲ୍‌ ହେବେ ବହୁ ବିଶିଷ୍ଟ ବ୍ୟକ୍ତି
  • ||
  • ଆଞ୍ଜେଲା ମାର୍କେଲଙ୍କ ଯୁଗ ଶେଷ ! ଜର୍ମାନ ନିର୍ବାଚନରେ ଖୁବ୍ କମ ଭୋଟରେ ହାରିଲା ମାର୍କେଲଙ୍କ ପାର୍ଟି, କ୍ଷମତା ଡୋର ସୋସିଆଲ ଡେମୋକ୍ରାଟ୍ସଙ୍କ ହାତକୁ ଯିବ
  • ||
  • ଭୁବନେଶ୍ବର : ‘ଗୁଲାବ’ ପ୍ରଭାବରେ ରାଜ୍ୟର ହୋଇନି ବେଶୀ ପବନ, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଗୋଟିଏ ବ୍ଲକ୍‌ରେ ଅଧିକ ବର୍ଷା : SRC
  • ||
  • କାଲିମେଳା : ରାସ୍ତାରେ ଚାଲୁଛି ୨ରୁ ୩ଫୁଟ ବର୍ଷାଜଳ, ଉଭୟ ପାର୍ଶ୍ବରେ ଅଟକିଛି ଯାନବାହାନ
  • ||
  • ମୋହନା : ଗଜପତିରେ ପ୍ରଭାବ ପକାଇଲା ‘ଗୁଲାବ’, ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ
  • ||
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||

ପୂଜା ବେଦୀ ଉଠାଇଲେ ରହସ୍ୟ ପରଦା : ୫୦ ବର୍ଷ ବୟସରେ ଦ୍ୱିତୀୟ ବିବାହ ପାଇଁ ତାଙ୍କ ପୁଅ-ଝିଅ ଦେଇଛନ୍ତି ପରାମର୍ଶ

14/05/2020 at 2:21 PM

ମୁମ୍ବାଇ ୧୪/୫: ପୂଜା ବେଦୀ, ଅଲାୟା ଫର୍ଣ୍ଣିଚରଓ୍ବାଲା ଏବଂ ଓମାରଙ୍କ ସିଙ୍ଗଲ୍ ମଦର। ଗତ ବର୍ଷ ଭ୍ୟାଲେଣ୍ଟାଇନ୍ ଡେ ରେ ପୂଜା ବୟଫ୍ରେଣ୍ଡ ମାନେକ୍ କଣ୍ଟ୍ରାକ୍ଟରଙ୍କ ସହ ନିର୍ବନ୍ଧ କରିଛନ୍ତି। ଏବେ ନିକଟରେ ଏକ ସାକ୍ଷାତକାରରେ ପୂଜା ନିଜ ରିଲେସନଶିପ୍ ଏବଂ ପିଲାଙ୍କୁ ନେଇ କହିଛନ୍ତି। ପୂଜା କହିଛନ୍ତି ଯେ ତାଙ୍କ ପିଲାମାନେ ମାନେକଙ୍କୁ ପସନ୍ଦ କରନ୍ତି। ସେମାନଙ୍କ ମଧ୍ୟରେ ଭଲ ବଣ୍ଡିଂ ହୋଇଯାଇଛି।

ପୂଜା କହିଛନ୍ତି ଯେ ତାଙ୍କ ଦୁଇ ପିଲା ସବୁବେଳେ ଚାହୁଁଥିଲେ ଯେ ସେମାନେ ନିଜ ଜୀବନରେ ଆଗକୁ ବଢ଼ନ୍ତୁ। ମାନେକ ତାଙ୍କ ଜୀବନରେ ଆସିବା ପୂର୍ବରୁ ଅଲାୟା ଏବଂ ଓମାର ତାଙ୍କ ସହ କଥା ହେଉଥିଲେ ଏବଂ ସେ କହିଥିଲେ ଯେ ସେମାନେ ତାଙ୍କୁ ମଧ୍ୟ ନିଜ ପାଇଁ କାହାକୁ ଖୋଜିବାକୁ ପରାମର୍ଶ ଦେଇଥିଲେ। ଏହା ପରେ ସେମାନେ ତାଙ୍କ ବାପାଙ୍କ ବିଷୟରେ କହିଥିଲେ। ଫରହାନ୍ ଫାତିମାଙ୍କୁ ବିବାହ କରି ତାଙ୍କର ଦୁଇ ପୁଅ ହୋଇଗଲେଣି। ସେ ନିଜ ଜୀବନରେ ଆଗକୁ ବଢ଼ି ଗଲେଣି। ତାଙ୍କୁ ମଧ୍ୟ ନିଜ ପାଇଁ ପାର୍ଟନର ଖୋଜିବା ଆବଶ୍ୟକ ଏବଂ ବିବାହ କରି ଜୀବନରେ ଆଗକୁ ବଢ଼ିବା ଉଚିତ୍।

ମାନେକ,ସ୍କୁଲରେ ପୂଜାଙ୍କ ସିନିୟର ରହି ଆସିଛନ୍ତି। ଦୁହେଁ ଦୀର୍ଘ ବର୍ଷ ପରେ ସ୍କୁଲର ଆଲୁମିନା ହ୍ବାଟସଆପ୍ ଗ୍ରୃପରେ ଭେଟିଥିଲେ। ବର୍ଷେ ରିଲେସନଶିପରେ ରହିବା ପରେ ମାନେକ ତାଙ୍କୁ ବିବାହ ପାଇଁ ପ୍ରପୋଜ କରିଥିଲେ।

   Related Posts