ପୁଣି ବଦଳିଲା ନିୟମ -ଡିସେମ୍ବର ୩୧ ଯାଏଁ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନରେ ହେବ ପଲ୍ୟୁସନ୍ ଟେଷ୍ଟ
26/09/2019 at 7:56 PM

ଭୁବନେଶ୍ୱର – ରାଜ୍ୟ ସରକାର ପୁଣି ପଲ୍ୟୁସନ୍ ଟେଷ୍ଟିଂ ନିୟମରେ ଏକ ପରିବର୍ତ୍ତନ କରିଛନ୍ତି। ଡିସେମ୍ବର ୩୧ ତାରିଖ ୨୦୧୯ ପର୍ଯ୍ୟନ୍ତ ଉଭୟ ଅନ୍ଲାଇନ୍ ଓ ଅଫ୍ଲାଇନ୍ରେ ପଲ୍ୟୁସନ୍ ଟେଷ୍ଟ ହେବ । ଏହାର ଭ୍ୟାଲିଡିଟି ଶେଷ ହେବା ପର୍ଯ୍ୟନ୍ତ ବୈଧ ହେବ ବୋଲି ସୂଚନା ଦିଆଯାଇଛି । ବିଭିନ୍ନ ପଲ୍ୟୁସନ ଟେଷ୍ଟିଂ କେନ୍ଦ୍ରମାନଙ୍କରେ ପ୍ରବଳ ଭିଡକୁ ଦେଖି ଏପରି ନିଷ୍ପତ୍ତି ନିଆଯାଇଛି।

ରାଜ୍ୟ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଏହାର ଟ୍ୱିଟର ଆକାଉଣ୍ଟରେ ଏହି ସୂଚନା ଦିଆଯାଇଛି ।
Related Posts
ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଆକ୍ରମଣ ଉଦ୍ୟମ
17 January 2021
ହାରୁଛି କରୋନା, ଜିତୁଛି ଓଡ଼ିଶା: ସୁସ୍ଥ ହେଲେ ଆଉ ୨୨୦ ସଂକ୍ରମିତ
17 January 2021
୨୫ ହଜାର ପ୍ୟାକେଟ୍ ନକଲି ସର୍ଫ ଜବତ ମାମଲା, ୨ ବ୍ୟବସାୟୀ ଗିରଫ
17 January 2021