Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନାକରେ ବୁଷ୍ଟର ଡୋଜ୍ ପରୀକ୍ଷଣକୁ ଡିସିଜିଆଇର ମଞ୍ଜୁରୀ, ଭାରତ ବାୟୋଟେକ୍ କରିବ କ୍ଲିନିକଲ ଟ୍ରାଏଲ
  • ||
  • ରାଜ୍ୟରେ ଆଉ ୧୦ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୬୦କୁ ବୃଦ୍ଧି
  • ||
  • ରାଜ୍ୟରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୫୦୫୭ କୋଭିଡ୍ ପଜିଟିଭ୍, ୧୨୩୬୨୨୬ରେ ପହଞ୍ଚିଲା ସଂଖ୍ୟା
  • ||
  • ପାକିସ୍ତାନ: ବଲୁଚିସ୍ତାନ ଚେକ୍ ପୋଷ୍ଟ ଉପରେ ଆତଙ୍କୀ ହମଲା, ୧୦ ସୈନିକଙ୍କ ମୃତ୍ୟୁ
  • ||
  • ରାଉରକେଲା : ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଭି. ଅନନ୍ତ ନାଗେଶ୍ୱରନ ହେବେ ଭାରତର ଆଗାମୀ ମୁଖ୍ୟ ଆର୍ଥିକ ପରାମର୍ଶଦାତା, ଅତିଶୀଘ୍ର ଘୋଷଣା କରିପାରନ୍ତି ସରକାର
  • ||
  • ସୋର : ଦେଶୀ ମଦ ଦୋକାନରେ ପଶି କର୍ମଚାରୀଙ୍କୁ କଟୁରୀରେ ହାଣିଲେ ଦୁର୍ବୃତ୍ତ, ଛଡାଇନେଲେ ୭୦ହଜାର ଟଙ୍କା
  • ||
  • କଣ୍ଟାବାଞ୍ଜି : ଚାଲାଣ ବେଳେ ୧୪ ଶ୍ରମିକ ଉଦ୍ଧାର, ଷ୍ଟେସନ ଯିବା ବାଟରେ ଧରିଲା ପୋଲିସ
  • ||
  • ରାଜ୍ୟରେ ୩ ଦିନ ଯାଏଁ ହାଡଭଙ୍ଗା ଶୀତ, ୬ ଜିଲ୍ଲା ବେଶୀ ଥରିବ
  • ||

ସାବଧାନ!ଏକ ତାରିଖରୁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ୍‌ ନଥିଲେ କଟାଯିବ ଚାଲାଣ

23/09/2019 at 7:07 PM

ଭୁବନେଶ୍ୱର -ଓଡିଶାରେ ସବୁ ଗାଡି ପାଇଁ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ- ରାଜ୍ୟ ପରିବହନ ବିଭାଗ ଏ ନେଇ ଏକ ଟ୍ୱିଟ କରିଛନ୍ତି । ଅକ୍ଟୋବର ଏକ ତାରିଖରୁ ଦୁଇ ଚକିଆ ଓ ତିନି ଚକିଆ ଯାନ ସହ ସମସ୍ତ ଯାନ ପାଇଁ ଅନଲାଇନ ପଲ୍ୟୁସନ ସାର୍ଟିଫିକେଟ ଜରୁରୀ ବୋଲି ଏଥିରେ ଉଲ୍ଲେଖ ରହିଛି ।

ଦୁଇ ଚକିଆ ଓ ତିନି ଚକିଆ ପାଇଁ ପଲ୍ୟୁସନ ସାର୍ଟିଫିକେଟର ମୂଲ୍ୟ ୬୦ ଟଙ୍କା ହୋଇଥିବା ବେଳେ ହାଲୁକା ମୋଟରଯାନ ପାଇଁ ୧୦୦ ଟଙ୍କା , ମଧ୍ୟମ ଓ ଭାରୀ ଯାନ ପାଇଁ ୧୫୦ ଟଙ୍କା ସହ ଜିଏସ୍‌ଟି ନିଆଯିବ ବୋଲି ଏଥିରେ ଉଲ୍ଲେଖ ଅଛି । କେଉଁ ପଲ୍ୟୁସନ ଟେଷ୍ଟି କେନ୍ଦ୍ରରେ ଲୋକମାନେ ଯାଞ୍ଚ କରାଇପାରିବେ ସେ ବିଷୟରେ ଉଲ୍ଲେଖ କରାଯିବ ବୋଲି ସୂଚନା ଦିଆଯାଇଛି ।

   Related Posts