ଏସ୍‌ଆଇଙ୍କୁ ସସ୍‌ପେଣ୍ଡ କଲେ କୋରାପୁଟ ଏସ୍‌ପି

Published By : Prameya-News7 Bureau | February 06, 2020 IST

ଜୟପୁର୬/୨: 5T ପାଇଁ ଧରାପଡ଼ିଲେ ନିର୍ଦୟ ଫାଣ୍ଡି ଅଧିକାରୀ। ଦୁର୍ଘଟଣାଗ୍ରସ୍ତ ବାଇକ୍‌ ମୁକୁଳାଇବା ପାଇଁ SI ନେଉଥିଲେ ଲାଞ୍ଚ। ୧୦ ହଜାର ଟଙ୍କା ଲାଞ୍ଚ ୬ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଫାଣ୍ଡି SI ।ଆମ୍ବାଗୁଡ଼ା ଫାଣ୍ଡି SI ନାରାୟଣ ପଟ୍ଟନାୟକ SI ଲାଞ୍ଚ ମାଗିବା ନେଇ 5Tକୁ ଫୋନ୍‌ କରିଥିଲେ ପରିବାର ଲୋକ। ଏହା ପରେ ସଂପୃକ୍ତ ଏସଆଇଙ୍କୁ କୋରାପୁଟ ଏସପି ସସ୍‌ପେଣ୍ଡ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.