Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୩୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୧୦ ମୃତ
  • ||
  • ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ରାଜ୍ୟରେ ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୦୮୬ କୋଭିଡ୍ ପଜିଟିଭ୍, ୧୧୫୫୪୮୭ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ ଖସୁନି କରୋନା ଗ୍ରାଫ୍, ଆଉ ୬ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ସରିଲା ହାସ୍ୟ ଅଭିନେତା ପ୍ରଜ୍ଞାଙ୍କ ନିର୍ବନ୍ଧ, ସୋସିଆଲ ମିଡିଆରେ ରିଙ୍ଗ୍ ସେରିମନି ଫଟୋ ଭାଇରାଲ
  • ||
  • ଗାଡି ପାର୍ଟସ ଦୋକାନରୁ ଲୁଟ୍, ବନ୍ଧୁକ ଦେଖାଇ ନେଇଗଲେ ଟଙ୍କା
  • ||
  • ଅଜଗରକୁ ଗିଳିଲା ଅହିରାଜ, ସାତକୋଶିଆରେ ବିରଳ ଘଟଣା !
  • ||
  • ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣାଗ୍ରସ୍ତ, ୨ ଆରୋହୀ ମୃତ
  • ||
  • ଜାନୁଆରୀ ୨୦ରୁ ହଜିଯିବ ଶୀତ, ୨୩ରୁ ବର୍ଷା !
  • ||

ଏସ୍‌ଆଇଙ୍କୁ ସସ୍‌ପେଣ୍ଡ କଲେ କୋରାପୁଟ ଏସ୍‌ପି

6/02/2020 at 10:39 PM

ଜୟପୁର୬/୨: 5T ପାଇଁ ଧରାପଡ଼ିଲେ ନିର୍ଦୟ ଫାଣ୍ଡି ଅଧିକାରୀ। ଦୁର୍ଘଟଣାଗ୍ରସ୍ତ ବାଇକ୍‌ ମୁକୁଳାଇବା ପାଇଁ SI ନେଉଥିଲେ ଲାଞ୍ଚ। ୧୦ ହଜାର ଟଙ୍କା ଲାଞ୍ଚ ୬ ହଜାର ଲାଞ୍ଚ ନେଲାବେଳେ ଧରାପଡ଼ିଲେ ଫାଣ୍ଡି SI ।ଆମ୍ବାଗୁଡ଼ା ଫାଣ୍ଡି SI ନାରାୟଣ ପଟ୍ଟନାୟକ SI ଲାଞ୍ଚ ମାଗିବା ନେଇ 5Tକୁ ଫୋନ୍‌ କରିଥିଲେ ପରିବାର ଲୋକ। ଏହା ପରେ ସଂପୃକ୍ତ ଏସଆଇଙ୍କୁ କୋରାପୁଟ ଏସପି ସସ୍‌ପେଣ୍ଡ କରିଛନ୍ତି।

   Related Posts