Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ସମ୍ପର୍କୀୟ ଯୁବକଙ୍କ ସହ ରୋମାନ୍ସ କରୁଥିଲେ ମହିଳା : ଭିଡିଓ କଲେ ୨ ପୋଲିସ୍ କର୍ମଚାରୀ

4/08/2019 at 12:57 PM

ମଥୁରା ୪/୮: ମଥୁରା​‌ରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି। ୟୁପି ପୋଲିସର ଦୁଇ ଜଣ କର୍ମଚାରୀ ଜଣେ ମହିଳା ଏବଂ ତାଙ୍କ ସମ୍ପର୍କୀୟଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏହାପରେ ମହିଳାଙ୍କ ଭିଡିଓ କରି ସୋଶିଆଲ ମିଡିଆରେ ଭାଇରାଲ କରିଛନ୍ତି। ଭିଡିଓରେ ମହିଳା ଏବଂ ତାଙ୍କ ସମ୍ପର୍କୀୟ ପୋଲିସକର୍ମୀଙ୍କୁ ଆକୁଳ ନିବେଦନ କରୁଥିବା ନଜର ଆସିଛନ୍ତି। ମହିଳା ହାତ ଯୋଡ଼ି ପୋଲିସ କର୍ମଚାରୀଙ୍କୁ କହୁଛନ୍ତି ଯେ ତାଙ୍କୁ ଯେଉଁ ଦଣ୍ଡ ଦେବା କଥା ଦିଅନ୍ତୁ କିନ୍ତୁ ଭିଡିଓ କରନ୍ତୁ ନାହିଁ।

ଏହି ଘଟଣାଟି ଘଟିଛି ଗତ ଶୁକ୍ରବାର ଦ୍ବିପ୍ରହରରେ। କୋସିକଳାଂ ଥାନା ପୋଲିସକୁ ସୂଚନା ମିଳିଥିଲା ଯେ କେନାଲ କୂଳରେ ଦୁଇ ପ୍ରେମୀ ଯୁଗଳ ରୋମାନ୍ସ କରୁଛନ୍ତି। ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମହିଳା ଏବଂ ଯୁବକଙ୍କୁ ଧରି ତାଙ୍କ ଭିଡିଓ କରିଥିଲେ। ଅଭିଯୋଗ ରହିଛି ଯେ ୨ଜଣ ପୋଲିସ୍ ନିଜେ ଏହି ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ କରିଛନ୍ତି। ଭିଡିଓରେ ମହିଳା ଉକ୍ତ ଯୁବକଙ୍କୁ ନିଜ ସମ୍ପର୍କୀୟ କହିଛନ୍ତି।

   Related Posts