Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ପୋଲିସ ଗାଡି ଧକ୍କା ଦେଲା କାର୍‌, ଥାନାର ଡ୍ରାଇଭର ଅଟକ

27/01/2020 at 3:42 PM

ଭଦ୍ରକ ୨୭।୦୧: ଭଦ୍ରକ ଜିଲ୍ଲା ବାସୁଦେବପୁର ରାସ୍ତା ଇଚ୍ଛାପୁର ନିକଟରେ ସଡକ ଦୁର୍ଘଟଣା । ରାସ୍ତାରେ ଯାଉଥିବା ପୋଲିସ ଗାଡିକୁ ଧକ୍କା ଦେଲା କାର । ଦୁର୍ଘଟଣାରେ କୌଣସି ଯାତ୍ରୀ କି କୌଣସି ପୋଲି କର୍ମଚାରୀଙ୍କୁ ଆଘାତ ହୋଇନାହିଁ ।

 ଭଦ୍ରକ ନାୟକାଣିଡ଼ିହି ଥାନା ଗାଡିଟି କୌଣସି କାରଣ ପାଇଁ ବାହାରକୁ ଯାଇଥିଲା । ଗାଡିଟି ଥାନକୁ ଫେରୁଥିବା ବେଳେ ଧକ୍କା ଦେଇଛି କାର । କାର ଚାଳକ ମଦ୍ୟପାନ କରି ଗାଡି ଚଳାଉଥିବା ସୂଚନା ମିଳିଛି ।  ମଦ୍ୟପ କାର ଚାଳକକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ପୋଲିସ ଅଟକ ରଖିଛି ।

   Related Posts