Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ପୋଲ ତଳକୁ ଖସିଲା ପୁଲିସ ଭ୍ୟାନ-ଗଞ୍ଜେଇ ବେପାରୀଙ୍କୁ ପିଛା କରୁଥିଲା

13/01/2020 at 2:27 PM

ଫୁଲବାଣୀ – ପୋଲ ତଳକୁ ଖସିଲା ପୁଲିସ ଭ୍ୟାନ । କନ୍ଧମାଳ ରାଇକିଆ ଅଞ୍ଚଳରେ ଗଞ୍ଜେଇ ଚୋରା ଚାଲାଣକାରୀଙ୍କ ଗାଡିକୁ ପିଛା କରୁଥିବା ବେଳେ ପୁଲିସ୍‌ ଭ୍ୟାନ ପୋଲ ତଳକୁ ଖସିପିଡଛି।

ଏଥିରେ ଥିବା ଥାନା ଆଇଆଇସିଙ୍କ ସମେତ ଅନ୍ୟମାନେ ଆହତ ହୋଇଛନ୍ତି । ଆଇଆଇସିଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି ଆହତମାନଙ୍କୁ ଚିକିତ୍ସା ପାଇଁ ରାଇକିଆ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

   Related Posts