Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||

ଭୁବନେଶ୍ବରରେ ବାଇକ୍ ନମ୍ବରରେ ଗଡ଼ୁଛି ପୋଲିସ ଗାଡ଼ି

14/09/2019 at 2:07 PM

ଭୁବନେଶ୍ବର ୧୪|୯: ବାଇକ ନମ୍ବରରେ ଗଡ଼ୁଛି ପୋଲିସ ଗାଡ଼ି । ଭୁବନେଶ୍ବରରେ ରଙ୍ଗ୍ ରୁଟରେ ଗଡ଼ୁଥିବା ପୋଲିସ ଭ୍ୟାନର ଖବର ଆମେ ଦେଖାଇଥିଲୁ । ଲୋକଙ୍କୁ ଶୃଙ୍ଖଳାର ପାଠ ପଢାଇବା ସହ ପୋଲିସମାନେ ବି ସଚେତନ ହେବାକୁ ମତ ପ୍ରକାଶ ପାଇଥିଲା ।

ଏବେ ଏହି ଭ୍ୟାନରେ ଥିବା ନମ୍ବର ସମସ୍ତଙ୍କ ଅକଲଗୁଡୁମ କଲାଣି । ଗାଡ଼ିରେ ନମ୍ବର ରହିଛି ଓଡି୦୫୯୯୮୫ । ବାହନ ୱେବସାଇଟରେ ଦେଖିଲେ ଏହା ହିରୋ ସ୍ପ୍ଲେଣ୍ଡର ପ୍ଲସ୍ ବାଇକର ନମ୍ବର ବୋଲି ଦେଖଉଛି । ପୋଲିସର ୪ ଚକିଆ ଗାଡ଼ିର ଟୁ ହ୍ବିଲର ନମ୍ବର କେମିତି ବୋଲି ପ୍ରଶ୍ନ ଉଠିଛି ।

   Related Posts