Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ଆଜିଠୁ ୨ଦିନିଆ ରିମାଣ୍ଡରେ ଯିବେ ଗୁଡ୍ ନ୍ୟୁଜ୍ ଇଣ୍ଡିଆ ମୁଖ୍ୟ ଫୈଜ ରେହମାନ

4/12/2018 at 9:40 AM

ଢେଙ୍କାନାଳ ୦୪|୧୨: ଗୁଡ ନ୍ୟୁଜ ଇଣ୍ଡିଆ ମୁଖ୍ୟ ଫୈଜ ରେହମାନଙ୍କୁ ଆଜିଠୁ ୨ଦିନିଆ ରିମାଣ୍ଡରେ ନେବ ପୋଲିସ । ସେଲଟର ହୋମ୍ ରେ ନାବାଳିକାଙ୍କୁ ଅସଦାଚରଣ ମାମଲା ନେଇ ପୁଲିସ ଅଭିଯୁକ୍ତ ଫୈଜ ରେହମାନଙ୍କୁ ଜେରା କରିବ । ଏହା ସହ ରାଜ୍ୟର ଅନ୍ୟାନ୍ୟ ସ୍ଥାନ ତଥା ବାହାର ରାଜ୍ୟରେ ତାଙ୍କ ସଂସ୍ଥା ପକ୍ଷରୁ ଚାଲିଥିବା ସେଲଟର୍ ହୋମ୍ ଗୁଡ଼ିକର ପରିଚାଳନା ତଥା ବିଦେଶୀ ଲିଙ୍କ୍ ସଂପର୍କରେ ଖୋଳତାଡ଼ କରିବ ପୋଲିସ । ଆବଶ୍ୟକ ପଡ଼ିଲେ ଏହି ଘଟଣାରେ ଜେଲ୍ ରେ ଅଟକ ଥିବା ସଂସ୍ଥାର ଅନ୍ୟ ଦୁଇ ଗିରଫ ଅଭିଯୁକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ସୀମାଞ୍ଚଳ ନାଏକ ଓ ସହକାରୀ ନିର୍ଦ୍ଦେଶକ ଉଦିତ କୁମାର ଲିମାଙ୍କୁ ମଧ୍ୟ ପୋଲିସ ରିମାଣ୍ଡରେ ଆଣି ଜେରା କରିବ ବୋଲି ଜଣାପଡ଼ିଛି ।

 

   Related Posts