Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆସୁଛି ବଡ ବର୍ଷା : ସନ୍ଧ୍ୟାରେ ଲଘୁଚାପରେ ପରିଣତ ହେବ ଘୂର୍ଣ୍ଣିବଳୟ
  • ||
  • ଉପରମୁଣ୍ଡରେ ବର୍ଷା, ବଢୁଛି ହୀରାକୁଦର ଜଳସ୍ତର
  • ||
  • ମହାନଦୀରେ ଭାସିଗଲେ ହାତୀପଲ : ମୁଣ୍ଡଳି ବ୍ରିଜରେ ଲାଖି ରହିଛି ହାତୀ ଛୁଆ
  • ||

ମଦ ମାଫିଆଙ୍କ ଆକ୍ରମଣ ପ୍ରତିବାଦରେ ଥାନା ଘେରାଉ

12/06/2018 at 4:44 AM

ଆନନ୍ଦପୁର ସୋସ ଥାନା ଘେରିଲେ ମହିଳା । ମହିଳା ଓ ତାଙ୍କ ସ୍ବାମୀଙ୍କୁ ମଦ ମାଫିଆଙ୍କ ଆକ୍ରମଣ ପ୍ରତିବାଦରେ ରାତି ୨ଟାରୁ ଥାନା ଘେରାଉ କରିଛନ୍ତି ପଢିଆରିପଲ୍ଲୀ ଗାଁର ୫୦ରୁ ଅଧିକ ମହିଳା  । ଗତକାଲି ଗାଁରେ ମଦ ବିରୋଧୀ ଆନ୍ଦୋଳନ ଓ ରାଲି ବେଳେ ମହିଳା ଓ ତାଙ୍କ ସ୍ବାମୀ ମଦ ମାଫିଆଙ୍କ ଆକ୍ରମଣର ଶିକାର ହୋଇଥିଲେ ।

Leave a Reply

   Related Posts