ପୋଲିସ ଏସ୍‌ଆଇଙ୍କୁ ବର୍ଷେ ଜେଲ୍, ୧୦ ହଜାର ଜରିମାନା

Published By : Prameya-News7 Bureau | December 23, 2019 IST

ବ୍ରହ୍ମପୁର ୨୩।୧୨: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ କାର୍ଯ୍ୟାନୁଷ୍ଠାନ । ପୋଲିସ ଏସଆଇ ପ୍ରମୋଦ ସାହୁଙ୍କୁ ଏକ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା । ୩ ଲକ୍ଷ ୪୨ ହଜାର ଟଙ୍କା ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ବ୍ରହ୍ମପୁର ଭିଜିଲାନ୍ସ ଜଜ୍ ସୁବ୍ରତ ମହାନ୍ତି ଦଣ୍ଡାଦେଶ ଶୁଣାଇଛନ୍ତି । ପ୍ରମୋଦ ସାହୁଅଡବା ଥାନାର ତତ୍କାଳୀନ ଓଆଇସି ତଥା ବର୍ତ୍ତମାନର ପୁରୀ ଟ୍ରାଫିକରେ ପୋଲିସ ଏସଆଇ ଭାବେ କର୍ଯ୍ୟରତ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.