Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ବଦିଳିକୁ ବିରୋଧ କରି ନୂଆ ଥାନାକୁ ଦୌଡିଲେ ପୁଲିସ ଅଧିକାରୀ- ବାଟରେ ହେଲା ଏପରି ଅବସ୍ଥା

16/11/2019 at 5:26 PM

ଇଟାଓ୍ୱାହ – ଭତ୍ତର ପ୍ରଦେଶରେ ଏକ ଅଭାବନୀୟ ଘଟଣା ଘଟିଛି । ବଦଳି ହେବାରୁ ଜଣେ ପୁଲିସ ଅଧିକାରୀ ଏହାର ବିରୋଧ କରିଥିଲେ । ତାଙ୍କୁ ଇଟାଓ୍ୱାହ ବିଥହୋଲିକୁ ବଦଳି କରାଯାଇଥିଲା। ଏହା ମଧ୍ୟରେ ଦୂରତା ପ୍ରାୟ ୬୫ କିଲୋମିଟର । ଏଥିପାଇଁ ବିଜୟ ପ୍ରତାପ ନାମର ସବ୍‌ଇନିସ୍‌ପେକ୍ଟ ରାସ୍ତାରେ ଦୌଡି ଦୌଡି ନୂଆ ସ୍ଥାନରେ ଯୋଗ ଦେବାକୁ ଯାଇଥିଲେ ।

ତାଙ୍କ ଉପରେ ରାଗ ରଖି ବଦଳି କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ଉପରିସ୍ଥ ଅଧିକାରୀ ତାଙ୍କ ଉପରେ ରାଗ ରଖିଛନ୍ତି । କୌଣସି ଭୁଲ୍‌ ନଥାଇ ତାଙ୍କୁ ବଦଳି କରାଯାଇଛି । ଏହାର ବିରୋଧ ସ୍ୱରୂପ ସେ ଇଟଓ୍ୱାହାରୁ ବିଥୋଲିକୁ ଦୌଡି ଦୌଡି ଯିବା ପାଇଁ ବିଚାର କରିଥିଲେ । ବାଟରେ ତାଙ୍କର ଚେତା ବୁଡିଯିବାରୁ ତାଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ସୁସ୍ଥ ହେବାପରେ ସେ ବଦଳିକୁ ବିରୋଧ କରି ଦୌଡିବେ ବୋଲି କହିଛନ୍ତି ।

   Related Posts