ନବବଧୂଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଯୌତୁକ ପାଇଁ ହତ୍ୟା ଅଭିଯୋଗ

Published By : Prameya-News7 Bureau | August 21, 2019 IST

ଖୋର୍ଦ୍ଧା୨୧|୮: ଜଟଣୀ ଥାନା ଅନ୍ତର୍ଗତ ଦେଉଳବସ୍ତ ଗ୍ରାମର ପର୍ଶୁରାମ ଗୁରୁଙ୍କ ପତ୍ନୀ ରୀତା ମହାପାତ୍ରଙ୍କ ଝୁଲନ୍ତା ମୃତଦେହ ପୋଲିସ ଘରୁ ଜବତ କରିଛି । ରୀତାଙ୍କ ମୃତ୍ୟୁକୁ ନେଇ ବାପଘର ଲୋକେ ଜଟଣୀ ଥାନାରେ ଯୌତୁକ ଜନିତ ହତ୍ୟା ଅଭିଯୋଗ କରିଛନ୍ତି ।

{"id":147160,"width":583,"height":875}

ଦୁଇମାସ ବୈଦିକ ରୀତିରେ ପର୍ଶ୍ରୁରାମଙ୍କୁ ବିବାହ କରିଥିଲେ ରୀତା । ତେବେ ବିବାହ ପରଠୁ ରୀତାଙ୍କ ଶାଶୁ ଘର ଲୋକ ବାରମ୍ବାର ଯୌତୁକ  ଦାବି କରୁଥିବା ବାପଘର ଲୋକ ଅଭିଯୋଗ କରିଛନ୍ତି । ଅପରପକ୍ଷରେ ପୋଲିସ ସାଇଣ୍ଟିଫିକ ଟିମ ସହାୟତରେ ଅଧିକ ତଦନ୍ତ ଜାରି ରଖିଛି ।

{"id":147161}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.