Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||
  • ଡ୍ୟାମରେ ଭାସୁଛି ଯୁବକଙ୍କ ମୃତଦେହ, ଗାଧୋଇଲା ବେଳେ ବୁଡି ଯାଇଥିଲେ
  • ||
  • ଦକ୍ଷିଣ ଆଫ୍ରିକାରୁ ମହାରାଷ୍ଟ୍ର ଫେରିଥିବା ବ୍ୟକ୍ତି କୋଭିଡ ପଜିଟିଭ୍: ଆଇସୋଲେସନରେ ସଂକ୍ରମିତ, ଓମିକ୍ରନ୍ ନେଇ ଆଲର୍ଟ
  • ||

ପୋଲିସ୍‌ର ଅଚାନକ ଚଢ଼ାଉ: ଲକ୍ଷାଧିକ ଟଙ୍କାର ଗୁଟଖା ସାମଗ୍ରୀ ଜବତ

18/05/2020 at 7:08 PM

ଗଞ୍ଜାମ୧୮/୫: ଗଞ୍ଜାମ ଜିଲ୍ଲା ହିଞ୍ଜିଳି ପୋଲିସ୍‌ର ବେଆଇନ୍‌ ଗୁଟୁଖା ଆଡ୍ଡା ଉପରେ ଚଢ଼ାଉ। କରୋନା ଯୋଗୁଁ ସାରା ରାଜ୍ୟ ଲକ୍‌ଡାଉନ। ଏତିକି ରାଜ୍ୟରେ ବିଭିନ୍ନ ସ୍ଥାନରେ ବେଆଇନ ଗୁଟଖା କାରବାର ଚାଲୁଥିବାର ନଜୀର ରହିଛି। ଏ ନେଇ ପୋଲିସ୍‌ ଏବଂ ଅବକାରୀ ବିିଭାଗ ମଧ୍ୟ ସଜାଗ ରହିଛି। ବିଭିନ୍ନ ସ୍ଥାନରେ ପହଁଞ୍ଚି ଚଢ଼ାଉ କରିବା ସହ ବିଭିନ୍ନ ପ୍ରକାର ଗୁଟୁଖା ତିଆରି ଲାଗି ସାମଗ୍ରୀ ଜବତ ଘଟଣା ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ରେ ଗୁଟୁଖା ବିକ୍ରି କରିବାକୁ ସରକାର ବାରଣ କରିବା ସତ୍ତ୍ବେ ବେଆଇନ୍ ଗୁଟଖା କାରବାରରେ ରୋକ ଲାଗୁ ନାହିଁ।

ପୋଲିସ୍‌ର ବେଆଇନ୍‌ ଗୁଟୁଖା ଆଡ୍ଡା ଉପରେ ଚଢ଼ାଉ କରି ଲକ୍ଷାଧିକ ଟଙ୍କାର ଗୁଟୁଖା ଜବତ କରିଛି। ଗୁଟଖା ସହ ଗୁଟଖା ସାମଗ୍ରୀ, ବହୁ ମେସିନ୍ ଜବତ କରାଯାଇଥିବା ସୂଚନା ମିିଳିଛି। ପଳାଶି ଗାଁରେ ବହୁ ବର୍ଷ ଧରି ଚାଲିଥିଲା ଗୁଟୁଖା କାରଖାନା। ଗାଆଁ ଭିତରେ ୟୁନିଟ୍ ଚାଲିଥିବା ଖବର ଜାଣିବା ପରେ ପୁଲିସ୍ ଚଢାଉ କରି ଜବତ କରିଥିବା ସୂଚନା ।

   Related Posts