Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କରୋନା ନେଲା ଆଉ ୨୨ଜଣଙ୍କ ଜୀବନ, ୨୨୭୩ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୨ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୨୩୯୦ ପଜିଟିଭ୍
  • ||
  • ନିରାଡମ୍ବର ଭାବେ ପାଳିତ ହେଉଛି ଇଦ୍-ଉଲ-ଫିତର, ଇଦଗାହରେ ହେବନାହିଁ ସାମୂହିକ ନମାଜ ପାଠ
  • ||
  • କମିବ କାଳବୈଶାଖି ପ୍ରଭାବ, ବଢିବ ଗୁଳୁଗୁଳି
  • ||
  • ଲଭ ୟୁ ଜିନ୍ଦେଗୀ ନୁହେଁ, ରୁଠ୍ ଗୟି ଜିନ୍ଦେଗୀ….ହସି ହସି ମହାମାରୀ ସହ ଲଢି ଲଢି ଚାଲିଗଲେ ୩୦ ବର୍ଷୀୟ ମହିଳା
  • ||

ଭୁବନେଶ୍ବରରେ ଓୟୋ ହୋଟେଲର କାରନାମା : ସିସି କ୍ୟାମେରାରେ ଅଶ୍ଲୀଳ ଭିଡିଓ ରେକର୍ଡିଂ କରି ବ୍ଲାକ୍‌ମେଲିଂ !

29/11/2019 at 12:34 PM

ଭୁବନେଶ୍ବର ୨୯।୧୧: ହୋଟେଲରେ ସିସିଟିଭି କ୍ୟାମେରାରେ ହୋଇଥିଲା ଭିଡିଓ ରେକର୍ଡିଂ । ଭିଡିଓ ଆଧାରରେ ବ୍ଲାକ୍‌ମେଲିଂ କରାଯାଉଥିବା ଅଭିଯୋଗ ହୋଇଛି । ଅଭିଯୋଗ ପରେ ସଂପୃକ୍ତ ହୋଟେଲରେ ଚଢାଉ କରିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ଭୁବନେଶ୍ବର ନୟାପଲ୍ଲୀ ଅଞ୍ଚଳରେ ଥିବା ଏକ ଓୟୋ ହୋଟେଲରେ ପୋଲିସ ଚଢାଉ କରିଛି । ହୋଟେଲରେ ହିଡେନ୍ କ୍ୟାମେରା ଲଗାଇ ରୁମ୍ ଭିତରେ ରହୁଥିବା ଭିଜିଟର୍ସଙ୍କ ଅଶ୍ଲୀଳ ଭିଜୁଆଲ ରେକର୍ଡ କରୁଥିବା ନେଇ ଅଭିଯୋଗ ଆସିଥିଲା ।

ଭିଡିଓ ରେକର୍ଡିଂ କରିବା ପରେ ବ୍ଲାକମେଲିଂ କରୁଥିବା ନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ଆଧାରରେ ପୋଲିସ ସଂପୃକ୍ତ ହୋଟେଲରେ ଚଢାଉ କରିଛି । ତେବେ ପ୍ରକୃତ ଘଟଣା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ହୋଟେଲରେ ତଦନ୍ତ ଜାରି ରଖିଛି ପୋଲିସ ।

   Related Posts