Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଗୁରୁବାର ସୁସ୍ଥହେଲେ ରେକର୍ଡ ୮୪୭୧ଜଣ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୨୪୯ ଡିସଚାର୍ଜ
  • ||
  • ଚାଲିଗଲେ ଆଉ ଜଣେ କଳାକାର, ଅଭିନେତା ପ୍ରିୟ ସୁନ୍ଦର ମିଶ୍ରଙ୍କ ପରଲୋକ
  • ||
  • କୁକୁଡାକୁ ଖାଇଗଲେ ବୁଲା କୁକୁର, ରାଗି ଯାଇ ଗୁଳି କରିଦେଲା ମାଲିକ : ଥାନାରେ ମାମଲା
  • ||
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

ପଶ୍ଚିମ ଓଡିଶା ପରେ ଏବେ ଦକ୍ଷିଣ ଓଡିଶା ଉପରେ ନଜର, ଜୟପୁରରେ ବେଆଇନ କଫ୍ ସିରପ୍ ମହଜୁଦ ଅଭିଯୋଗରେ ଚଢାଉ

5/02/2020 at 10:54 AM

ଜୟପୁର ୫।୨: ବେଆଇନ କଫ୍ ସିରପ୍ କାରବାର ନେଇ ପଶ୍ଚିମ ଓଡିଶା ପରେ ଏବେ ଦକ୍ଷିଣ ଓଡିଶାରେ ଚଢାଉ । ଜୟପୁରରେ ବେଆଇନ ଭାବେ କଫ୍ ସିରପ୍ ମହଜୁଦ ରଖିବା ଅଭିଯୋଗରେ ସ୍ଥାନୀୟ ଲିଙ୍ଗରାଜ ନଗରରେ ପୋଲିସ ଚଢାଉ କରିଛି । ଜଣେ ହୋମିଓପାଥିକ ଔଷଧ ବିକ୍ରେତାଙ୍କ ଘରେ ଜୟପୁର ପୋଲିସ ଚଢାଉ କରି ବ୍ୟାପକ ପରିମାଣର କଫ୍ ସିରପ୍ ଜବତ କରିଛି ।

ଗତକାଲି ସୁନାବେଡାରୁ ମଧ୍ୟ ବିପୁଳ ପରିମାଣର କଫ୍ ସିରପ୍ ଜବତ କରାଯାଇଛି । ଏହି ଚଢାଉରେ ଜୟପୁର ଡ୍ରଗ୍ସ ଇନ୍ସପେକ୍ଟର ସମେତ ସଦର ଓ ଟାଉନ୍ ଥାନା ପୋଲିସ ସାମିଲ ହୋଇଛି । ବେଆଇନ କଫ୍ ସିରପ୍ କାରବାର ନେଇ ନ୍ୟୁଜ୍ ୭ ‘ସିରଫ୍ ସ୍ଲୋ ପଏଜନ୍’ ନାଁରେ ଷ୍ଟିଙ୍ଗ୍ ଅପରେସନ କରିଥିଲା । ପ୍ରଭାବରେ ପଶ୍ଚିମ ଓଡିଶାରେ ଧରପଗଡ ପରେ ପରେ ଏବେ ଦକ୍ଷିଣ ଓଡିଶାରେ ମଧ୍ୟ ପୋଲିସ ଚଢାଉ ଆରମ୍ଭ କରିଛି ।

   Related Posts