Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ, ଦଶ ଜୁଆଡ଼ି ଗିରଫ

17/06/2021 at 3:38 PM

ବ୍ରହ୍ମପୁର, ୧୭/୦୬ : ଗଞ୍ଜାମ ଜ଼ିଲ୍ଲା ଜରଡ଼ା ଥାନା ଅନ୍ତର୍ଗତ ଭୀମପୁରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ବିଳମ୍ବିତ ରାତିରେ ପୋଲିସ ଚଢ଼ାଉ କରିଥିବା ଜଣାପଡ଼ିଛି l ଏହି ଚଢ଼ାଉ ବେଳେ ଏକ ଲକ୍ଷ୍ୟ ଛ’ସଠି ହଜାର ଟଙ୍କା, ଆଠ ଗୋଟି ବାଇକ, ଛଅଟି ମୋବାଇଲ ଜବତ କରାଯାଇଛି l ଏଥିସହିତ ଦଶ ଜଣ ଯୁଆଡ଼ିଙ୍କୁ ମଧ୍ୟ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି l

ଦୀର୍ଘ ଦିନ ଧରି ଭୀମପୁର ଗାଁ ନିକଟରେ ବଡ଼ ଧରଣର ଜୁଆ ଆଡ୍ଡା ଚାଲିଥିବା ଅଭିଯୋଗ ହୋଇ ଆସୁଥିଲା l ଗତ କାଲି ରାତିରେ ଆଇଆଇସି ଭାବାନନ୍ଦ ପ୍ରଧାନ ଓ ଏସଆଇ ସତ୍ୟ ନାରାୟଣ ପାଢ଼ୀଙ୍କ ନେତୃତ୍ୱରେ ଅତର୍କିତ ଭାବେ ପୋଲିସ ଚଢ଼ାଉ କରିଥିଲା l

   Related Posts