Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଖୋର୍ଦ୍ଧା : ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
  • ||
  • ବାରିପଦା : କୋଭିଡ ନିୟମକୁ ବେଖାତିର, ୫ଟି ଦୋକାନ ସିଲ୍‌
  • ||
  • ସମ୍ବଲପୁର : ଗୋଶାଳା କଲପଡାରେ ଖାଲରେ ଖସିପଡି ୨ ଶିଶୁ ମୃତ
  • ||
  • ଢେଙ୍କାନାଳ : ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ, ଯୌତୁକ ମାମଲାରେ ଦଫା କାଟିବାକୁ ନେଉଥିଲେ ୬ହଜାର ଟଙ୍କା
  • ||
  • ନବରଙ୍ଗପୁର : କୁନ୍ଦେଇ ସରପଞ୍ଚ ନିଲମ୍ବିତ, ଭାରତମାଳା ଯୋଜନାକୁ ବିରୋଧ କରିବାରୁ କାର୍ଯ୍ୟାନୁଷ୍ଠାନ
  • ||
  • ୨ ଦିନିଆ କନ୍ଧମାଳ ଗସ୍ତରେ ଶିଶୁ ସୁରକ୍ଷା ଅଧିକାର ଅଧ୍ୟକ୍ଷା
  • ||
  • ବ୍ରହ୍ମପୁର : ବ୍ରହ୍ମପୁର ଫାଷ୍ଟଗେଟ୍ ଅଞ୍ଚଳରୁ ଜଣଙ୍କ ମୃତଦେହ ଠାବ, ହତ୍ୟା ସନ୍ଦେହ
  • ||
  • ନୀଳଗିରି: ହାତୀ ଆତଙ୍କରେ ଅଞ୍ଚଳବାସୀ
  • ||
  • ମାଲକାନଗିରି : ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ, ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ
  • ||
  • କେନ୍ଦୁଝର : ବାଇକ୍ ଧକ୍କାରେ ଜଣେ ଗୁରୁତର, ମେଡିକାଲରେ ଭର୍ତ୍ତି
  • ||

ଗୋମାଂସ ଚୋରା ଚାଲାଣ ରାକେଟ୍‌ ଉପରେ ପୋଲିସ୍‌ର ଅଚାନକ ଚଢ଼ାଉ

10/07/2020 at 8:04 AM

ନିଶ୍ଚିନ୍ତକୋଇଲି୧୦/୭: ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୋମାଂସ ଜବତ। ଜବତ କଲା ମାହାଙ୍ଗା ପୋଲିସ। ମାହାଙ୍ଗାର ନହଙ୍ଗ ଗାଁରେ ଦୀର୍ଘ ଦିନରୁ ଏଭଳି ବେଆଇନ୍‌ କାର୍ଯ୍ୟ ଚାଲିଥିଲା। ଏହି ବେଆଇନ ଗୋମାଂସ ଚୋରା ଚାଲାଣ ରାକେଟ୍‌ ଉପରେ ପୋଲିସ୍ ଅଚାନକ ଚଢ଼ାଉ କରିଥିଲା। ଚଢାଉ ବେଳେ ଗୋମାଂସ ବେପାରୀ ଓ ସହଯୋଗୀ ଫେରାର। ପୋଲିସର ତନାଘନା।

   Related Posts