ଗୋମାଂସ ଚୋରା ଚାଲାଣ ରାକେଟ୍ ଉପରେ ପୋଲିସ୍ର ଅଚାନକ ଚଢ଼ାଉ
10/07/2020 at 8:04 AM

ନିଶ୍ଚିନ୍ତକୋଇଲି୧୦/୭: ବିଳମ୍ବିତ ରାତିରେ ବିପୁଳ ପରିମାଣର ଗୋମାଂସ ଜବତ। ଜବତ କଲା ମାହାଙ୍ଗା ପୋଲିସ। ମାହାଙ୍ଗାର ନହଙ୍ଗ ଗାଁରେ ଦୀର୍ଘ ଦିନରୁ ଏଭଳି ବେଆଇନ୍ କାର୍ଯ୍ୟ ଚାଲିଥିଲା। ଏହି ବେଆଇନ ଗୋମାଂସ ଚୋରା ଚାଲାଣ ରାକେଟ୍ ଉପରେ ପୋଲିସ୍ ଅଚାନକ ଚଢ଼ାଉ କରିଥିଲା। ଚଢାଉ ବେଳେ ଗୋମାଂସ ବେପାରୀ ଓ ସହଯୋଗୀ ଫେରାର। ପୋଲିସର ତନାଘନା।
Related Posts
ମାଓବାଦୀଙ୍କ ଯୋଜନା ପଣ୍ଡ : ଅଳ୍ପକେ ବର୍ତ୍ତିଲେ ଯବାନ, ଠାବ ହେଲା ବିସ୍ଫୋରକ
27 February 2021
ନୟାପଲ୍ଲୀ ଅଞ୍ଚଳରେ ଅଗ୍ନିକାଣ୍ଡ, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ପାଉଁଶ
27 February 2021
ସାରୁଆରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସମ୍ପତ୍ତି
27 February 2021