ବେଆଇନ ଗୁଟ୍‌ଖା କାରଖାନାରେ ପୋଲିସର ଚଢାଉ, ବିପୁଳ ପରିମାଣର ଗୁଟ୍‌ଖା ଜବତ

Published By : Prameya-News7 Bureau | August 08, 2019 IST

ବ୍ରହ୍ମପୁର ୮|୮: ବେଆଇନ ଗୁଟଖା ୟୁନିଟ ଉପରେ ବ୍ରହ୍ମପୁର ବଡବଜାର ପୋଲିସର ଚଢାଉ । ପାଣିଗ୍ରାହୀପେଣ୍ଠ ସାହିରେ ବେଆଇନ ଗୁଟଖା ପ୍ରସ୍ତୁତ କରୁଥିଲେ ଅମୂଲ୍ୟ ନିଧି ଦାସ । ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା ।

{"id":142224}

ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା, ପ୍ରସ୍ତୁତକରୀ ମେସିନ୍ ଜବତ କରିଛି ପୋଲିସ । ଜବତ ଗୁଟଖା,  ମେସିନର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.