Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ବେଆଇନ ଗୁଟ୍‌ଖା କାରଖାନାରେ ପୋଲିସର ଚଢାଉ, ବିପୁଳ ପରିମାଣର ଗୁଟ୍‌ଖା ଜବତ

8/08/2019 at 3:52 PM

ବ୍ରହ୍ମପୁର ୮|୮: ବେଆଇନ ଗୁଟଖା ୟୁନିଟ ଉପରେ ବ୍ରହ୍ମପୁର ବଡବଜାର ପୋଲିସର ଚଢାଉ । ପାଣିଗ୍ରାହୀପେଣ୍ଠ ସାହିରେ ବେଆଇନ ଗୁଟଖା ପ୍ରସ୍ତୁତ କରୁଥିଲେ ଅମୂଲ୍ୟ ନିଧି ଦାସ । ଖବର ପାଇ ପୋଲିସ ସେଠାରେ ଚଢାଉ କରିଥିଲା ।

ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା, ପ୍ରସ୍ତୁତକରୀ ମେସିନ୍ ଜବତ କରିଛି ପୋଲିସ । ଜବତ ଗୁଟଖା,  ମେସିନର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି ।

   Related Posts