Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ବେଆଇନ ଗଞ୍ଜା ଲଢେଇରେ ଛାପ ମାରିଲା ପୋଲିସ୍‌, ୭ ଜୁଆଡ଼ି ଗିରଫ

4/10/2021 at 10:52 PM

ଦେବଗଡ, ୦୪/୧୦: ଦେବଗଡ ଆଦର୍ଶ ଥାନା ପୋଲିସ ପକ୍ଷରୁ ବେଆଇନ ଭାବେ ଚାଲିଥିବା କୁକୁଡା ଲଢେଇ ଉପରେ ଚଢାଉ କରାଯାଇ ସାତ ଜଣ ଜୁଆଡିଙ୍କୁ ଗିରଫ କରାଯାଇଛି । ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ପଲଟନଗୁଡା ନିକଟରେ ବେଆଇନ ଭାବେ କୁକୁଡା ଲଢେଇ ଚାଲିଥିବା ଖବର ପାଇ ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା ।

ଚଢାଉ ବେଳେ ସେଠାରେ କୁକୁଡା ଲଢେଇ ଖେଳସହ ଜୁଆ ଖେଳାଉଥିବା ସାତ ଜଣଙ୍କୁ ପୋଲିସ ଗିରଫ କରିଛି। ଗିରଫ ବ୍ୟକ୍ତିଙ୍କ ପାଖରୁ ପୋଲିସ ଗୋଟିଏ ଅଟୋ, ଚାରୋଟି ବାଇକ, ଛଅଟି ମୋବାଇଲ, ଦୁଇଟି ଲଢୁଆ ଗଞ୍ଜା ଓ ନଗଦ ଟଙ୍କା ଜବତ କରିଛି। ଏନେଇ ପୋଲିସ ଅଧିକ ଅନୁସନ୍ଧାନ ଚଳାଇଛନ୍ତି ।

   Related Posts