Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ, ରାଜଧାନୀର ବିଭିନ୍ନ ହୋଟେଲ ଓ ବାର୍‌ରେ ରେଡ୍

28/10/2021 at 9:07 AM

ଭୁବନେଶ୍ୱର ୨୮।୧୦ : ବିରି ମାଡ ଦେଖି କୋଳଥ ଚୋପା । ଅବକାରୀ ବିଭାଗ ପରେ ଏବେ ଆକ୍ସନ ମୋଡ଼ରେ କମିଶନରେଟ ପୋଲିସ । ବୁଧବାର ରାତିରେ ଲଷ୍ମୀସାଗର , ଚନ୍ଦ୍ରଶେଖରପୁର , ମଞ୍ଚେଶ୍ୱର , ଇମ୍ଫୋସିଟି ଅଧୀନରେ ଥିବା ଅନେକ ହୋଟେଲ ଓ ବାର ଗୁଡିକରେ ଯାଞ୍ଚ କରାଯାଇଥିଲା ।

ତେବେ ପୂର୍ବଦିନର ଅବକାରୀ ଚଢ଼ାଉ ପରେ ପ୍ରାୟ ସବୁ ହୋଟେଲରେ ନାଚ ଗୀତ ପ୍ରୋଗ୍ରାମ କୁ ବନ୍ଦ କରିଦିଆଯାଇଛି । ଏପରିକି ଅନେକ ହୋଟେଲକୁ ପୋଲିସ ରେଡ଼ ପୂର୍ବରୁ ଖବର ପହଂଚି ଯାଇଥିଲା । ଫଳରେ ଯେଉଁ ବାରରେ ଡ୍ୟାନ୍ସ ଚାଲୁଥିଲା ତାକୁ ବି ଆଜି ବନ୍ଦ ଥିବାର ଦେଖିବାକୁ ମିଳିଛି ।

   Related Posts