Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଉରକେଲା : ଡ୍ରାଇଭରଙ୍କ ନାଁରେ ୨୮ କୋଟି ଟଙ୍କାର GST ଠକେଇ ଅଭିଯୋଗ
  • ||
  • ଗଞ୍ଜାମ : ବୋମା ଭିଡୁଥିବା ବେଳେ ବିସ୍ଫୋରଣ, ଜଣେ ମୃତ, ଦୁଇ ଗୁରୁତର
  • ||
  • ବୋମା ଭିଡୁଥିବା ବେଳେ ବିସ୍ଫୋରଣ : ଜଣେ ମୃତ, ଦୁଇ ଗୁରୁତର
  • ||
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ବେଆଇନ ବାଣ କାରବାର ଉପରେ ଚଢାଉ : ୫୦ଲକ୍ଷ ଟଙ୍କାର ବାଣ ଜବତ, ୧୨ ଗିରଫ

19/10/2019 at 8:27 AM

ସାଲେପୁର ୧୯।୧୦: ଦୀପାବଳି ପୂର୍ବରୁ ବେଆଇନ ବାଣ କାରବାର ଉପରେ ପୋଲିସର ରେଡ୍ । ଜଗତପୁର ଥାନା ତ୍ରିଲୋଚନପୁର ଓ ମହାଜନପୁରରେ ବେଆଇନ ବାଣ କାରବାର ଉପରେ ଅଚାନକ ପୋଲିସର ଚଢାଉ । ୪ପ୍ଲାଟୁନ୍ ଫୋର୍ସ ସହ ୧୦ ଅଫିସର ଚଢାଉ କରିଥିବା ଜଣାପଡିଛି ।

ରେଡ୍ ବେଳେ  ପ୍ରାୟ ୫୦ ଲକ୍ଷରୁ ଅଧିକ ଟଙ୍କାର ବାଣ ଜବତ ହୋଇଛି । ଜବତ ସାମଗ୍ରୀ ମଧ୍ୟରେ ବିପୁଳ ପରିମାଣର ବାଣ ସହ ବିସ୍ଫୋରକ ଥିବା ସୂଚନା ମିଳିଛି । ବିସ୍ଫୋରକ ମଧ୍ୟରେ ବାରୁଦ ଓ ଲୁହା ଗୁଣ୍ଡା ଥିଲା ।

ଘଟଣାରେ ୧୨ ଜଣ ବାଣ ବେପାରୀଙ୍କୁ ଅଟକ ରଖି ପଚରାଉଚରା କରିବା ପରେ ପୋଲିସ ସେମାନଙ୍କୁ ଗିରଫ କରିଛି ।

   Related Posts