Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ଜଙ୍ଗଲ ଭିତରେ ଚାଲିଥିଲା କକୁଡ଼ା ଲଢ଼େଇ, ପହଞ୍ଚିଗଲା ପୋଲିସ୍‌, ତାପରେ…

19/10/2021 at 10:46 PM

ଜୟପୁର, ୧୯/୧୦: କୁକୁଡ଼ା ଗାଲି ଉପରେ ଜୟପୁର ସଦର ପୋଲିସର ଚଢାଉ। ଜୟପୁର ନିକଟସ୍ଥ କୁନ୍ତରଖାଲ ଜଙ୍ଗଲରେ କୁକୁଡ଼ା ଲଢେ଼ଇ ମାଧ୍ୟମରେ ଜୁଆ ଖେଳ ବା ଗାଲି ଚାଲିଥିବା ବେଳେ ପୋଲିସ ଛଢ଼ାଉ କରିଛି। ଏହି ଘଟଣାରେ ୧୩ ଜଣ ଅଭିଯୁକ୍ତଙ୍କୁ ଅଟକ ରଖିଛି ପୋଲିସ। ସେମାନଙ୍କ ଠାରୁ ୨ଟି କୁକୁଡ଼ା ସହ ୧୨ଟି ମଟର ସାଇକେଲ ଓ ୧୧,୭୨୦ ଟଙ୍କା ପୋଲିସ ଜବତ କରିଛି।

   Related Posts