Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ସ୍ପା ସେଣ୍ଟରରେ ଚଢ଼ଉ କଲା ପୋଲିସ୍ : ଆପତ୍ତିଜନକ ଜିନିଷ ଜବତ ସହ ୫ଯୁବତୀ ଏବଂ ୨ ଯୁବକ ଗିରଫ

1/10/2019 at 1:19 PM

ରାୟପୁର ୧/୧୦: ରାୟପୁରରେ ଏବେ ଲଗାତାରଭାବେ ସ୍ପା ସେଣ୍ଟରମାନଙ୍କରେ ଦେହ ବ୍ୟବସାୟର ଖବର ସାମନାକୁ ଆସୁଛି। ଏବେ ପୁଣି ଥରେ ଖହ୍ମାରଡିହ ନିକଟସ୍ଥ ବେଦା ସ୍ପା ସେଣ୍ଟରରେ ପୋଲିସ୍ ଟିମ୍ ଚଢ଼ଉ କରି ବହୁଳ ପରିମାଣରେ ଆପତ୍ତିଜନକ ଜିନିଷ ଜବତ ସହିତ ୫ଯୁବତୀ ଏବଂ ଦୁଇ ଯୁବକଙ୍କୁ ପଚରାଉଚୁରା ପାଇଁ ଥାନାକୁ ଆଣିଛି।

ଥାନା ମୁଖ୍ୟଙ୍କ କହିବା ଅନୁସାରେ ଲଗାତାର ସ୍ପା ସେଣ୍ଟରରେ ଦେହ ବ୍ୟବସାୟର ଅଭିଯୋଗ ଆସୁଥିଲା। ଫଳରେ ଆଜି ସେଠାରେ ଚଢ଼ଉ କରାଯାଇ ୫ଯୁବତୀ ଏବଂ ୨ଜଣ ଯୁବକଙ୍କୁ ସେଠାରୁ ଗିରଫ କରାଯାଇଛି। ଏବେ ସେମାନଙ୍କୁ ପଚରାଉଚୁରା କରାଯାଉଛି। ଏହା ପରେ ପୂରା ଘଟଣା ବିଷୟରେ ଜଣା ପଡ଼ିଯିବ।

   Related Posts