ହୁକ୍କା ବାର୍ ଉପରେ ଚଢାଉ ; ତମାଖୁ ଏବଂ ନିଶା ସାମଗ୍ରୀ ଜବତ, ଜଣେ ଅଟକ

Published By : Prameya-News7 Bureau | September 01, 2019 IST

ରାଉରକେଲା ୧: ରାଉରକେଲାରେ ବେଆଇନ ଭାବେ ଚାଲିଥିବା ହୁକ୍କା ବାର୍ ଉପରେ ଚଢ଼ାଉ କରାଯାଇଛି । ଘଟଣାସ୍ଥଳରୁ ଜଣଙ୍କୁ ଅଟକ ରଖିଛି ପୋଲିସ ।

{"id":151620}

ସୂଚନାଯୋଗ୍ୟ ଯେ, ରାଉରକେଲା ଏନ୍ଆଇଟି ଗେଟ୍ ପଛପଟେ ବାରଟି ଚାଲିଥିଲା । ସିଟି ଡିଏସପିଙ୍କ ନେତୃତ୍ବରେ ସେକ୍ଟର-୩ ପୋଲିସ ଚଢାଉ କରିଥିଲା । ରେଡ୍ ବେଳେ ବିପୁଳ ପରିମାଣରେ ତମାଖୁ ଏବଂ ନିଶା ସାମଗ୍ରୀ ଜବତ କରାଯାଇଛି । ଜଣଙ୍କକୁ ଅଟକ ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.