Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ହୁକ୍କା ବାର୍ ଉପରେ ଚଢାଉ ; ତମାଖୁ ଏବଂ ନିଶା ସାମଗ୍ରୀ ଜବତ, ଜଣେ ଅଟକ

1/09/2019 at 11:30 AM

ରାଉରକେଲା ୧: ରାଉରକେଲାରେ ବେଆଇନ ଭାବେ ଚାଲିଥିବା ହୁକ୍କା ବାର୍ ଉପରେ ଚଢ଼ାଉ କରାଯାଇଛି । ଘଟଣାସ୍ଥଳରୁ ଜଣଙ୍କୁ ଅଟକ ରଖିଛି ପୋଲିସ ।

ସୂଚନାଯୋଗ୍ୟ ଯେ, ରାଉରକେଲା ଏନ୍ଆଇଟି ଗେଟ୍ ପଛପଟେ ବାରଟି ଚାଲିଥିଲା । ସିଟି ଡିଏସପିଙ୍କ ନେତୃତ୍ବରେ ସେକ୍ଟର-୩ ପୋଲିସ ଚଢାଉ କରିଥିଲା । ରେଡ୍ ବେଳେ ବିପୁଳ ପରିମାଣରେ ତମାଖୁ ଏବଂ ନିଶା ସାମଗ୍ରୀ ଜବତ କରାଯାଇଛି । ଜଣଙ୍କକୁ ଅଟକ ରଖିଛି ପୋଲିସ ।

   Related Posts