Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜି ପ୍ରଧାନମନ୍ତ୍ରୀଙ୍କ ‘ଟିକା’ ସମୀକ୍ଷା, ଭ୍ୟାକସିନ୍ ବିକାଶରେ ଲାଗିଥିବା ୩ କମ୍ପାନୀ ସହ ଆଲୋଚନା
  • ||
  • ଆସନ୍ତାକାଲିଠୁ ପ୍ରସିଦ୍ଧ କୋଣାର୍କ ମହୋତ୍ସବ: କୋଭିଡ଼ କଟକଣା ମଧ୍ୟରେ ପାଳିତ ହେବ ଉତ୍ସବ
  • ||
  • ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା : ଡଙ୍ଗା ଭସା ଉପରେ ରୋକ , କୋଭିଡ କଟକଣା ଯୋଗୁଁ ଉତ୍ସବ ଫିକା
  • ||
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||

ଜୁଆ ଆଡ୍ଡା ଉପରେ ଚଢାଉ, ୯ ଜୁଆଡିଙ୍କଠାରୁ ୫୦ହଜାର ଟଙ୍କା ଓ ୯ଟି ମୋବାଇଲ୍ ଜବତ

4/10/2020 at 9:48 PM

ଜୟପୁର ୪।୧୦: ଜୟପୁରର ଏକ ଜୁଆ ଆଡ୍ଡା ଉପରେ ଟାଉନ ପୋଲିସର ଚଢାଉ । ୯ଜଣ ଜୁଆଡିଙ୍କଠାରୁ ମୋଟ୍ ୫୦,୨୦୦ ନଗଦ ଟଙ୍କା ସହ ୯ଟି ମୋବାଇଲ ଜବତ କରିଛି ପୋଲିସ । ପାରାବେଡା ଅଂଚଳରେ ଏହି ଜୁଆ ଆଡ୍ଡା ଚାଲିଥିବା ସୂଚନା ପାଇବା ପରେ ପୋଲିସ ସେଠାରେ ଚଢାଉ କରିଥିଲା । ଜୁଆଡିମାନଙ୍କୁ ସିଆରପିସିର ଧାରା ୪୧ରେ ନୋଟିସ ଦେଇ ଛାଡି ଦିଆଯାଇଛି ।

ସହରରେ ଦିନକୁ ଦିନ ଚୋରୀ, ଡକାୟତି ଓ ଚୋରା ମଦ କାରବାର ସହ ଏପରି ଜୁଆ ଖେଳ ବଢିବାରେ ଲାଗିଛି । ଯାହାକୁ ନେଇ ସହରବାସୀ ଚିନ୍ତାରେ ଅଛନ୍ତି ।

   Related Posts