ଜୁଆ ଆଡ୍ଡା ଉପରେ ଚଢାଉ, ୪ ଜୁଆଡିଙ୍କୁ ଧରିଲା ପୋଲିସ

Published By : Prameya-News7 Bureau | October 07, 2020 IST

ଜୟପୁର ୭।୧୦: ଜୁଆ ଆଡ୍ଡା ଉପରେ ଜୟପୁର ଟାଉନ ପୋଲିସର ଚଢାଉ। ନଗଦ ୨୬,୧୨୦ ଟଙ୍କା ସହ ୩ଟି ମଟର ସାଇକେଲ, ୨ଟି ମୋବାଇଲ ଓ ୨ ସେଟ୍ ତାସ୍ ଜବତ କରିଛି ଜୟପୁର ଟାଉନ ପୋଲିସ । ଏହି ମାମଲାରେ ୪ ଜୁଆଡିଙ୍କ ନାଁରେ ମାମଲା ରୁଜୁ ହୋଇଛି ।

{"id":340298,"sizeSlug":"large"}

ଦୁଇ ଦିନ ତଳେ ପାରାବେଡାର ମଧ୍ୟ ଏକ ଜୁଆ ଆଡ୍ଡା ଉପରେ ଟାଉନ ପୋଲିସ ଚଢାଉ କରି ଜୁଆଡିଙ୍କୁ କାବୁ କରିଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.