ନକଲି ତେଲ କାରଖାନା ଉପରେ ଚଢାଉ, ବିଭିନ୍ନ ବ୍ରାଣ୍ଡର ନକଲି ତେଲ ଜବତ

Published By : Prameya-News7 Bureau | August 28, 2019 IST

କଟକ ୨୮।୮:  କଟକରେ ନକଲି ତେଲ କାରଖାନା ଉପରେ ଚଢାଉ ହୋଇଛି । ବମ୍ଫକୁଦ ଅଞ୍ଚଳରେ  ଚଢାଉ କରିଛି କଟକ ସଦର ଥାନା ପୋଲିସ । ବିଭିନ୍ନ କମ୍ପାନୀ ନାଁରେ ନକଲି ତେଲ କାରବାର କରୁଥିବା ଅଭିଯୋଗ ହୋଇଛି । ଚଢାଉ ବେଳେ ବିଭିନ୍ନ ବ୍ରାଣ୍ଡର ନକଲି ତେଲ,  ଯନ୍ତ୍ରାଂଶ , ଲେବଲ, ଟିଣ ଆଦି ଜବତ ହୋଇଛି । ପାଖାପାଖି ୩୦ହଜାର ଲିଟର  ଶୋରିଷ, ଜଡା, ରିଫାଇନ୍ ତେଲ ଜବତ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.