Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||
  • ଖୋଲିଲା ଶିମିଳିପାଳ, ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର
  • ||
  • ଆଉ ନାହାଁନ୍ତି ପଦ୍ମଶ୍ରୀ ଶାନ୍ତିଦେବୀ, ୮୮ ବର୍ଷ ବୟସରେ ପରଲୋକ
  • ||
  • କଥକ ସମ୍ରାଟ ବିରଜୁ ମହାରାଜଙ୍କ ପରଲୋକ, ୮୩ ବର୍ଷ ବୟସରେ ଦେହାନ୍ତ
  • ||
  • ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ସୋମବାରଠୁ ଦାଖଲ ହେବ ପ୍ରାର୍ଥୀପତ୍ର, କରୋନା କଟକଣାରେ ସରିବ ପୁରା ପ୍ରକ୍ରିୟା
  • ||

ପୋଲିସ ବାବୁଙ୍କ ମହାନତା : ଦେଖନ୍ତୁ କେମିତି ଦୁଇ ହାତ ନଥିବା ମାଙ୍କଡକୁ ଖୁଆଉଛନ୍ତି କଦଳୀ

19/04/2020 at 9:07 PM

ଲକ୍ଷ୍ନୌ ୧୯।୪: ଲକ୍ ଡାଉନ୍ ର ଏହି କଠିନ ସମୟରେ ପୋଲିସ କର୍ମଚାରୀଙ୍କ ଅନେକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ୍ ହେବାରେ ଲାଗିଛି । ମାନବ ସେବା ହେଉ କିମ୍ବା ପଶୁ ସେବା ହେଉ, ସେମାନେ ବିଳମ୍ବ ନକରି ସେମାନଙ୍କର ସହାୟତା କରିବାରେ ସବୁବେଳେ ତତ୍ପର । ନିସ୍ବାର୍ଥପରତାପରତା ସହ ସେବା ଯୋଗାଇବା ବେଳର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି, ଯାହାକୁ ୯୮,୦୦୦ରୁ ଅଧିକ ଲୋକ ଦେଖିସାରିଲେଣି ।

୨୭ ସେକେଣ୍ଡର ଏହି ଭିଡିଓକୁ ଉତ୍ତରପ୍ରଦେଶର ଏକ ପୋଲିସ ଷ୍ଟେସନର ବୋଲି କୁହାଯାଉଛି । ଭିଡିଓରେ ଜଣେ ପୋଲିସ କର୍ମଚାରୀ ଚେୟାରରେ ବସି ଫୋନରେ କଥା ହେଉଥିବା ଦେଖାଯାଇଛି । ଅନ୍ୟପଟେ ବସିଥିବା ଭୋକିଲା ମାଙ୍କଡକୁ ଏକ କଦଳୀ ଖାଇବାକୁ ମଧ୍ୟ ଦେଉଛନ୍ତି । ବିଶେଷ କଥା ହେଉଛି ମାଙ୍କଡର ଉଭୟ ହାତ ନାହିଁ । ଏଭଳି ପରିସ୍ଥିତିରେ ଲୋକମାନେ ପୋଲିସର ସମବେଦନାକୁ ପ୍ରଶଂସା କରୁଛନ୍ତି । ଭିଡିଓଟି ୭ ହଜାରରୁ ଅଧିକ ଲାଇକ୍ ପାଇଛି ।

   Related Posts