ଭିଜିଲାନ୍ସ ଜାଲରେ ପୋଲିସ୍‌ ବାବୁ...

Published By : Prameya-News7 Bureau | June 11, 2020 IST

ଖୋର୍ଦ୍ଧା୧୧/୬: ଭିଜିଲାନ୍ସ ହାତରେ ହାତରେ ଧରା ପଡିଲେ ପୋଲିସ ଆସିଷ୍ଟାଣ୍ଟ୍‌ ସବ୍‌ ଇନ୍ସପେକ୍ଟର। ସେ ହେଲେ ଖୋର୍ଦ୍ଧା ଜିଲ୍ଲା ଧଳା ପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା। ସେ ସନ୍ତୋଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଏକ ଜାଗା ମାମଲାରେ ଦଫା କୋହଳ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଖୋର୍ଦ୍ଧା ଭିଜିଲାନ୍ସ ବିଭାଗ ଖବର ପାଇ ତାଙ୍କୁ ଧରିଥିଲେ। ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରି ଘଟଣାର ତଦନ୍ତ କରୁଛନ୍ତି ଭିଜିଲାନ୍ସ । ଗିରଫ ଫାଣ୍ଡି ଅଧିକାରୀଙ୍କ ପୈତୃକ ବାସଭବନ ବାଣପୁରରେ ଭିଜିଲାନ୍ସ ବିଭାଗ ଚଢ଼ାଉ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.