ମାଲକାନଗିରିରେ ପୋଲିସ-ନକ୍ସଲ ଗୁଳିବିନିମୟ ; ପୋଲିସ ଗୁଳିରେ ୨ ବିଏସ୍ଏଫ୍‌ ଜବାନ ଶହୀଦ

Published By : Prameya-News7 Bureau | July 15, 2018 IST

ମାଲକାନଗିରି ଛତିଶଗଡ ପଖାଞ୍ଜୁରରେ ପୋଲିସ-ନକ୍ସଲ ଗୁଳିବିନିମୟ ହୋଇଛି | ଗୁଳି ବିନିମୟ ବେଳେ ପୋଲିସ ଗୁଳିରେ ୨ ବିଏସ୍ଏଫ୍‌ ଜବାନ ଶହୀଦ ହୋଇଛନ୍ତି | ଅନ୍ୟ ୩ ଜଣ ଜବାନ ଗୁରୁତର ହୋଇଛନ୍ତି | ଗୁରୁତର ଯବାନଙ୍କୁ ଗୁରୁତର ଅବସ୍ଥାରେ ବାୟୁସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି | ବର୍ତ୍ତମାନ ବି ସେଠାରେ ଅପରେସନ ଜାରି ରହିଛି | ପ୍ରତାପପୁର ଜଙ୍ଗଲରେ ପୋଲିସର କମ୍ବିଂ ବେଳେ ଗୁଳିବିନିମୟ ହୋଇଥିଲା |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.