Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୯ ହଜାରରୁ ଅଧିକ ପଜିଟିଭ୍, ୪୧୫ ମୃତ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୦ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୧୬୨୯ କରୋନା ପଜିଟିଭ୍
  • ||
  • ମୟୂରଭଞ୍ଜ : ଗାଧୋଇବା ବେଳେ ଖସିଗଲା ଗୋଡ, ପୋଖରୀରେ ବୁଡି ୨ ଶିଶୁ ମୃତ
  • ||
  • ସମ୍ବଲପୁର : ଯୁବକଙ୍କୁ ନିର୍ମମ ଭାବେ ହତ୍ୟା, ଉଦ୍ଧାର ହେଲା ରକ୍ତ ଜୁଡୁବୁଡୁ ମୃତଦେହ
  • ||

ମାଲକାନଗିରିରେ ପୋଲିସ-ନକ୍ସଲ ଗୁଳିବିନିମୟ ; ପୋଲିସ ଗୁଳିରେ ୨ ବିଏସ୍ଏଫ୍‌ ଜବାନ ଶହୀଦ

15/07/2018 at 6:35 AM

ମାଲକାନଗିରି ଛତିଶଗଡ ପଖାଞ୍ଜୁରରେ ପୋଲିସ-ନକ୍ସଲ ଗୁଳିବିନିମୟ ହୋଇଛି | ଗୁଳି ବିନିମୟ ବେଳେ ପୋଲିସ ଗୁଳିରେ ୨ ବିଏସ୍ଏଫ୍‌ ଜବାନ ଶହୀଦ ହୋଇଛନ୍ତି | ଅନ୍ୟ ୩ ଜଣ ଜବାନ ଗୁରୁତର ହୋଇଛନ୍ତି | ଗୁରୁତର ଯବାନଙ୍କୁ ଗୁରୁତର ଅବସ୍ଥାରେ ବାୟୁସେନାର ହେଲିକେପ୍ଟର ଯୋଗେ ରାୟପୁର ସ୍ଥାନାନ୍ତର କରାଯାଇଛି | ବର୍ତ୍ତମାନ ବି ସେଠାରେ ଅପରେସନ ଜାରି ରହିଛି | ପ୍ରତାପପୁର ଜଙ୍ଗଲରେ ପୋଲିସର କମ୍ବିଂ ବେଳେ ଗୁଳିବିନିମୟ ହୋଇଥିଲା |

   Related Posts