ଦେବଗଡ ରୁକୁରା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ

Published By : Prameya-News7 Bureau | July 15, 2018 IST

ଦେବଗଡ ରୁକୁରା ଜଙ୍ଗଲରେ ପୋଲିସ-ମାଓବାଦୀ ଗୁଳି ବିନିମୟ ହୋଇଛି | ଦେବଗଡ ଥାନା ଲଇମୁରା ଫାଣ୍ଡି ଅନ୍ତର୍ଗତ ରୁକୁରା ଜଙ୍ଗଲରେ ଚାଲିଛି କମ୍ବିଂ ଅପରେସନ | ଦେବଗଡ ଏସ୍ପି ଅନୁପମା ଜେମ୍ସଙ୍କ ନେତୃତ୍ବରେ ଚାଲିଛି କମ୍ବିଂ ଅପରେସନ | କମ୍ବିଂରେ ୨ ଏସ୍ଓଜି ଟିମ୍ ଓ ଗୋଟିଏ ଡିଭିଏଫ୍ ଟିମ୍ ସାମିଲ ହୋଇଛନ୍ତି | ଉଭୟ ପକ୍ଷରୁ ଗୁଳି ବିନିମୟ ଜାରି ରହିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.