ଦାଦାଗିରି କରୁଥିବା ମଦ୍ୟପକୁ କାବୁ କରିବାରେ କେମିତି ନାକେଦମ ହେଲା ବାଲେଶ୍ବର ପୋଲିସ ଦେଖନ୍ତୁ ଭିଡିଓ

Published By : Prameya-News7 Bureau | October 09, 2019 IST

ବାଲେଶ୍ବର୯|୧୦; ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ଷ୍ଟେସନ ଛକନିକଟରେ ଥିବା ରିଲାୟନ୍ସ ସ୍ମାର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ନୀଳଗିରି ସଜନାଗଡ଼ ଅଂଚଳର ଜଣେ ଯୁବକ ମଦପିଇ ସମସ୍ତଙ୍କୁ ଦୁର୍ବ୍ୟବହାର କରୁଥିଲା ।

{"id":168082}

 ଖବର ପାଇ ସହଦେବ ଖୁଣ୍ଟା ପୁଲିସ ତାକୁ କାବୁକରି ପୁଲିସ ଭ୍ୟାନନେର ଥାନକୁ ଆଣଇବାକୁ ଚେଷ୍ଟା କରୁଥିବାବେଳେ ଯୁବକ ପୁଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିଲା ।  ଗାଡ଼ରି କବାଟକୁ ଜୋରରେ ପିଟୁଥିବାବେଳେ ଜଣେ ମହିଳା କନେଷ୍ଟ ବଳକୁ ମଧ୍ୟ ପିଟିବାକୁ ଛାଡ଼ିନଥିଲା। 

{"id":168083}

ବହୁକଷ୍ଟରେ ସହଦେବଖୁଣ୍ଟା ପୁଲିସ ଯୁବକକୁ କାବୁକାରି ଥାନାକୁ ନେଇଥିଲା। ଏହି ଘଟଣା ଏବେ ମୋବାଇଲରେ  ଭାଇରାଲ ହୋଇ ଯାଇଛି ।

wp:html /wp:html

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.