Thursday, November 21, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଦାଦାଗିରି କରୁଥିବା ମଦ୍ୟପକୁ କାବୁ କରିବାରେ କେମିତି ନାକେଦମ ହେଲା ବାଲେଶ୍ବର ପୋଲିସ ଦେଖନ୍ତୁ ଭିଡିଓ

ବାଲେଶ୍ବର୯|୧୦; ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ସହଦେବ ଖୁଣ୍ଟା ଥାନା ଅଧିନସ୍ଥ ଷ୍ଟେସନ ଛକନିକଟରେ ଥିବା ରିଲାୟନ୍ସ ସ୍ମାର୍ଟ ସମ୍ମୁଖରେ ଘଟିଛି ଏକ ଅଭାବନୀୟ ଘଟଣା। ନୀଳଗିରି ସଜନାଗଡ଼ ଅଂଚଳର ଜଣେ ଯୁବକ ମଦପିଇ ସମସ୍ତଙ୍କୁ ଦୁର୍ବ୍ୟବହାର କରୁଥିଲା ।

 ଖବର ପାଇ ସହଦେବ ଖୁଣ୍ଟା ପୁଲିସ ତାକୁ କାବୁକରି ପୁଲିସ ଭ୍ୟାନନେର ଥାନକୁ ଆଣଇବାକୁ ଚେଷ୍ଟା କରୁଥିବାବେଳେ ଯୁବକ ପୁଲିସକୁ ମଧ୍ୟ ଦୁର୍ବ୍ୟବହାର କରିଥିଲା ।  ଗାଡ଼ରି କବାଟକୁ ଜୋରରେ ପିଟୁଥିବାବେଳେ ଜଣେ ମହିଳା କନେଷ୍ଟ ବଳକୁ ମଧ୍ୟ ପିଟିବାକୁ ଛାଡ଼ିନଥିଲା। 

ବହୁକଷ୍ଟରେ ସହଦେବଖୁଣ୍ଟା ପୁଲିସ ଯୁବକକୁ କାବୁକାରି ଥାନାକୁ ନେଇଥିଲା। ଏହି ଘଟଣା ଏବେ ମୋବାଇଲରେ  ଭାଇରାଲ ହୋଇ ଯାଇଛି ।

492 Views

   ସମ୍ବନ୍ଧିତ ଖବର