ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟରରେ ; ଜଣେ ମାଓବାଦୀ ନିହତ

Published By : Prameya-News7 Bureau | May 11, 2018 IST

ମାଲକାନଗିରି ଛତିଶଗଡ ସୀମାନ୍ତ ରାଜନନ୍ଦ ଗାଓଁରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ପୋଲିସ ଗୁଳିରେ ଜଣେ ମାଓବାଦୀ ନିହତ ଘଟଣାସ୍ଥଳରୁ ଗୋଟିଏ ବନ୍ଧୁକ ଓ ଗୋଟିଏ ପିସ୍ତଲ ସହ ବିପୁଳ ପରିମଣାର ବିସ୍ଫୋରକ ସାମଗ୍ରୀ ଜବତ ଡିଆର୍‌ଜି, ଏସ୍‌ପିଏଫ୍‌ ବାହିନୀର ମିଳିତ ଅପରେସନରେ ସଫଳତା

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.