ପୋଲିସ ନାଁରେ ଲୁଟ୍ ଅଭିଯୋଗ
27/08/2018 at 3:37 PM

ପିସିଆର୍ ରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଦରେ ଲୁଟ୍ ଅଭିଯୋଗ। ବରଗଡ଼ ଭଟଲି ଛକରେ ବସ୍ ରେ ଯାଉଥିବା ଜଣେ ବ୍ୟବସାୟୀଙ୍କ ଠାରୁ ପୋଲିସ୍ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛି। ପାଇକମାଲ୍ ର ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦ ବ୍ୟବସାୟ କାମରେ କୋଲକାତା ଯାଉଥିବା ବେଳେ ଭଟଲି ନିକଟରେ ପିସିଆର୍ ରେ ଥିବା ଡ୍ରାଇଭରଙ୍କୁ ମିଶାଇ ୪ ପୋଲିସ୍ କର୍ମଚାରୀ ତାଙ୍କୁ ବସ୍ ରୁ ଓହ୍ଲାଇ ଦେଇଥିଲେ। । ତାଙ୍କ ପାଖରେ ଥିବା ୪ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।
Related Posts
କରୋନାର ଦ୍ୱିତୀୟ ଲହର ନେଇ ଢେଙ୍କାନାଳରେ ଯାଞ୍ଚ କଡାକଡି
13 April 2021