ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟୁରିଷ୍ଟ ବସ୍‌ ଦୁର୍ଘଟଣା ପ୍ରସଙ୍ଗରେ ପରିବହନ ମନ୍ତ୍ରୀଙ୍କ ପ୍ରତିକ୍ରିୟା, କଳିଙ୍ଗା ଘାଟି ଦେଇ ଯିବନାହିଁ ଟୁରିଷ୍ଟ ବସ୍‌
  • ||
  • କେଦାରନାଥ ଯାତ୍ରାରେ ବାଧକ ସାଜିଛି ତୁଷାରପାତ, ବାରମ୍ବାର ଫସୁଛନ୍ତି ଯାତ୍ରୀ
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୨୧୨୪ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ହାରୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୩ କୋଭିଡ୍ ପଜିଟିଭ୍
  • ||
  • ରାଇରଙ୍ଗପୁର: ଗୋରୁ ବେପାରୀଙ୍କୁ ଗୁଳିକରି ହତ୍ୟା, ୨୦ ଲକ୍ଷ ଲୁଟ୍‌
  • ||
  • ପୁରୀ : ବୁଧବାର ମହାପ୍ରଭୁଙ୍କ ବନକଲାଗି, ୪ ଘଣ୍ଟା ବନ୍ଦ ରହିବ ଦର୍ଶନ
  • ||

ପୋଲିସ ନାଁରେ ଲୁଟ୍ ଅଭିଯୋଗ

27/08/2018 at 3:37 PM

ପିସିଆର୍ ରେ ଥିବା ପୋଲିସ କର୍ମଚାରୀଙ୍କ ବିରୋଦରେ ଲୁଟ୍ ଅଭିଯୋଗ। ବରଗଡ଼ ଭଟଲି ଛକରେ ବସ୍‌ ରେ ଯାଉଥିବା ଜଣେ ବ୍ୟବସାୟୀଙ୍କ ଠାରୁ ପୋଲିସ୍ ୪ ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛି। ପାଇକମାଲ୍‌ ର ବ୍ୟବସାୟୀ ନନ୍ଦଲାଲ୍ ପ୍ରସାଦ ବ୍ୟବସାୟ କାମରେ କୋଲକାତା ଯାଉଥିବା ବେଳେ ଭଟଲି ନିକଟରେ ପିସିଆର୍ ରେ ଥିବା ଡ୍ରାଇଭରଙ୍କୁ ମିଶାଇ ୪ ପୋଲିସ୍ କର୍ମଚାରୀ ତାଙ୍କୁ ବସ୍‌ ରୁ ଓହ୍ଲାଇ ଦେଇଥିଲେ। । ତାଙ୍କ ପାଖରେ ଥିବା ୪ଲକ୍ଷ ୫୦ ହଜାର ଟଙ୍କା ଲୁଟି ନେଇଛନ୍ତି।

   Related Posts