Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାତ୍ୟା ଅପ୍‌ଡେଟ୍‌: ସାମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ବାତିଲ୍‌ ହେଲା ଟ୍ରେନ୍‌
  • ||
  • ଶେଷରେ ରଦ୍ଦ ହେଲା ତିନି କୃଷି ଆଇନ, ବିଧେୟକ ଉପରେ ମୋହର ମାରିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ
  • ||
  • ପଞ୍ଜାବ ନିର୍ବାଚନ ପୂର୍ବରୁ ବିଜେପିକୁ ବଡ଼ ସଫଳତା, ପଦ୍ମ ଧରିଲେ ଶିରୋମଣି ଅକାଳି ଦଳର ମନଜିନ୍ଦର ସିଂହ
  • ||
  • ନୂଆ କୋଭିଡ୍‌ ଭାରିଆଣ୍ଟକୁ ନେଇ ସଚେତନ ରହିବାକୁ ଅପିଲ୍‌ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||
  • ଜୁନିୟର ହକି ବିିଶ୍ୱକପ୍‌: ସେମିରେ ପ୍ରବେଶ କଲା ଫ୍ରାନ୍ସ
  • ||
  • ବଙ୍ଗୋମୁଣ୍ଡା ଆଇଆଇସିଙ୍କୁ କୋର୍ଟ ଚାଲାଣ କଲା ଭିଜିଲାନ୍ସ
  • ||
  • ଖଣ୍ଡପଡା : କଲେଜ ସମ୍ମୁଖରୁ ୨ ଛାତ୍ରୀଙ୍କୁ ଉଠାଇନେଲେ ଦୁର୍ବୃତ୍ତ, ପ୍ରତିବାଦରେ ଛାତ୍ରଛାତ୍ରୀଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ୪ କୋଚ୍‌ଙ୍କୁ ବାଧ୍ୟତାମୂଳକ ଅବସର, ଅପାରଗତା ଓ ଦାୟିତ୍ବରେ ଅବହେଳା ପାଇଁ କାର୍ଯ୍ୟାନୁଷ୍ଠାନ
  • ||
  • ଗ୍ରାହକଙ୍କୁ ପୁଣି ମହଙ୍ଗା ମାଡ, ସିଲିଣ୍ଡର ପିଛା ୧୦୦ ଟଙ୍କା ବଢିଲା
  • ||
  • ସାନଖେମୁଣ୍ଡି : ବିଲରେ ପଡିଛି ନରକଙ୍କାଳ, ଧାନ କାଟିବା ବେଳେ ଦେଖିଲେ ଲୋକେ
  • ||

ସହର ମଝିରେ ସେକ୍ସ ରାକେଟ : ୧୫ରୂପଜୀବୀଙ୍କ ସହ ୩୦ଜଣ ଅଟକ

21/12/2019 at 3:42 PM

ବାରିପଦା ୨୦।୧୨: ବଡଧରଣର ସେକ୍ସ ରାକେଟ ଠାବ ହୋଇଛି । ଅସଞ୍ଜତ ଅବସ୍ଥାରେ ଯୁବକ ଓ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ଏହି ରାକେଟ ଆଉ କେତେ ଜଣ ସାମିଲ ରହିଛନ୍ତି ସେନେଇ ପୋଲିସ ଛାନଭିନ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ବାରିପଦା ସହର ମଝିରେ ଥିବା ୩ ଟି ଲଜ୍ ରେ ଟାଉନ ପୋଲିସର ଚଢଉ କରିଛି । ପୋଲସର ଚଢାଉ ବେଳେ ବଡ ଧରଣର ସେକ୍ସ ରାକେଟ୍ ଠାବ ହୋଇଛି । ଶନିବାର ଦିନ୨ଟା ବେଳେ ବାରିପଦା ଟାଉନ ପୋଲିସ ବାରିପଦା ମଧ୍ୟଭାଗରେ ଥିବା କ୍ରିଷ୍ଣା , ଶାନ୍ତି ଓ ଶ୍ରୀ କ୍ରିଷ୍ଣା ନାମକ ୩ ଟି ଲଜ୍ ରେ ଏକ କାଳୀନ ଚଢାଉ କରିଛି।  ଆପତ୍ତିଜନକ ଅବସ୍ଥା ରେ ପୋଲିସ ୧୫ଟି ଯୋଡି  ପୁଅ-ଝିଅ ଙ୍କ ସହିତ ୪ଜଣ ଲଜ୍ କର୍ମଚାରୀ ଙ୍କୁ ମଧ୍ୟ ଥାନାରେ ଅଟକ ରଖିଛି ।

   Related Posts