ଇନିସ୍‌ପେକ୍ଟର ବିକ୍ରମ କେଶରୀ ଜେନାଙ୍କୁ ନିଲମ୍ବନ କଲେ ଡିଜିପି

Published By : Prameya-News7 Bureau | November 16, 2019 IST

ଭୁବନେଶ୍ୱର ୧୬।୧୧ - ଇନିସ୍‌ପେକ୍ଟର ବିକ୍ରମକେଶରୀ ଜେନାଙ୍କୁ ପୁଲିସ୍‌ ଡିଜି ବେକେ ଶର୍ମା ନିଲମ୍ବିତ କରିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ଇନିସ୍‌ପେକ୍ଟର ଭାବେ ନିଯୁକ୍ତି ପାଇଥିବା ବିକ୍ରମ କୌଣସି କାରଣ ନ ଦର୍ଶାଇ ଚାକିରି କ୍ଷେତ୍ରରେ ଅନୁପସ୍ଥିତ ଅଛନ୍ତି ।


ତାଙ୍କ ନାମରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଚାଲିଛି । ବାରମ୍ବାର ଚାକିରିରେ ଯୋଗ ଦେବାକୁ ପତ୍ର ଲେଖାଯାଇଥିଲେ ମଧ୍ୟ ସେ ଏହାର କୌଣସି ଜବାବ ଦେଉ ନଥିବା ସୂଚନା ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.