Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୮ ହଜାରରୁ ଅଧିକ କରୋନା ପଜିଟିଭ୍, ୧୭୯ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୫ କୋଭିଡ୍ ପଜିଟିଭ୍
  • ||
  • ରାଜ୍ୟରେ ଏବେ କମିବନି ବର୍ଷା, ଆସୁଛି ଆଉ ଏକ ଲଘୁଚାପ
  • ||
  • ବଳଙ୍ଗା ଥାନାରେ ବିସ୍ଫୋରଣ : ଫାଟିଗଲା କାନ୍ଥ, ଆସବାବପତ୍ର ନଷ୍ଟ
  • ||
  • କମିଶନରେଟ ପୋଲିସ ପଞ୍ଝାରେ ୩ ଲୁଟେରା, ବାଇକ୍ ଓ ବନ୍ଧୁକ ଜବତ
  • ||
  • ସିଆରପିଏଫ କ୍ୟାମ୍ପ ଉପରେ ନକ୍ସଲ ଆକ୍ରମଣ, ୨ ଘଣ୍ଟା ଧରି ଚାଲିଲା ଗୁଳି ବିନିମୟ
  • ||
  • ଗାଁରେ ପଶିଲା ଭାଲୁ, ଆକ୍ରମଣ କରି ଜଣଙ୍କୁ ଘାଇଲା କଲା…
  • ||
  • ଭୋଟ୍‌ର ୨ ଦିନ ପୂର୍ବରୁ ପିପିଲିରେ ହିଂସା, ବିଜେପି ଅଫିସ ଉପରେ ବୋମାମାଡ଼ କଲେ ଦୁର୍ବୃତ୍ତ
  • ||
  • ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ବାତ୍ୟା ସମୟରେ ହେଉଥିଲା ଚାଲାଣ
  • ||

ଅପରାଧୀ ଶୋଭରାଜକୁ କାବୁ କଲା ପୋଲିସ , ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା

24/08/2020 at 12:54 PM

ଭୁବନେଶ୍ୱର ୨୪।୦୮: କୁଖ୍ୟାତ ଅପରାଧୀ ଶୋଭରାଜ ମହାରଣାକୁ ଗିରଫ କଲା ଭୁବନେଶ୍ବର ନୟାପଲ୍ଲୀ ପୋଲିସ । ତାଠାରୁ ଜବତ ହୋଇଛି ଖେଳଣା ବନ୍ଧୁକ । ସେ ଖେଳଣା ବନ୍ଧୁକ ଦେଖାଇ ଲୁଟ କରୁଥିବା ପୋଲିସ ସୂଚନା ଦେଇଛି । ଅପରାଧୀ ଶୋଭରାଜ ନାଁରେ ରହିଛି ଅନେକ ଲୁଟ, ଗୁଳିମାଡ, ହତ୍ୟା, ବୋମାମାଡ ମାମଲା ।

ସୂଚନାଯୋଗ୍ୟ ଯେ, ୨୦୧୯ ମେ ୨୯ ତାରିଖରେ ଏକ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା, କିନ୍ତୁ ସେବାଠାରେ  କରି ସେ ଫେରାର ଥିଲା । ଲୁଟ ଉଦ୍ୟମ କରୁଥିବା ସମୟରେ ତାକୁ ଖୋର୍ଦ୍ଧା ବରୁଣେଇ ନିକଟରୁ ଗିରଫ କରାଯାଇଛି । ଶୋଭରାଜ ସମେତ ୫ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦେଇଛି

   Related Posts