ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର ; ପୋଲିସ ଗୁଳିରେ ଅପରାଧୀ ବେଣୁ ବାରିକ ଆହତ

13/11/2018 at 10:32 AM

ଗଞ୍ଜାମ ୧୩|୧୧:  ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର  । ବୁଗୁଡା କରଚୁଲି ରାମପାଦ ଜଙ୍ଗଲରେ ଏନକାଉଣ୍ଟର କରିଛି ପୋଲିସ । ପୋଲିସ ଗୁଳିରେ ଅପରାଧୀ ବେଣୁ ବାରିକ ଆହତ ହୋଇଛି । ବେଣୁର ଗୋଡରେ ଗୁଳି ବାଜିଛି ।  ଆହତ ଅବସ୍ଥାରେ ବେଣୁକୁ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବେଣୁ ବାରିକ ଖୋର୍ଦ୍ଧା ଜେଲରୁ ପାରୋଲରେ ଆସିଥିଲା । ତା’ଠାରୁ ବାଇକ୍, ମୋବାଇଲ ଓ ପିସ୍ତଲ ଜବତ କରିଛି ପୋଲିସ । ବେଣୁର ସହଯୋଗୀ ବୁଲା ଦାଶ ଫେରାର ହୋଇଯାଇଛି ।

   Related Posts