ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର ; ପୋଲିସ ଗୁଳିରେ ଅପରାଧୀ ବେଣୁ ବାରିକ ଆହତ
13/11/2018 at 10:32 AM

ଗଞ୍ଜାମ ୧୩|୧୧: ଗଞ୍ଜାମ ପୋଲିସର ପୁଣି ଏନକାଉଣ୍ଟର । ବୁଗୁଡା କରଚୁଲି ରାମପାଦ ଜଙ୍ଗଲରେ ଏନକାଉଣ୍ଟର କରିଛି ପୋଲିସ । ପୋଲିସ ଗୁଳିରେ ଅପରାଧୀ ବେଣୁ ବାରିକ ଆହତ ହୋଇଛି । ବେଣୁର ଗୋଡରେ ଗୁଳି ବାଜିଛି । ଆହତ ଅବସ୍ଥାରେ ବେଣୁକୁ ବୁଗୁଡା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବେଣୁ ବାରିକ ଖୋର୍ଦ୍ଧା ଜେଲରୁ ପାରୋଲରେ ଆସିଥିଲା । ତା’ଠାରୁ ବାଇକ୍, ମୋବାଇଲ ଓ ପିସ୍ତଲ ଜବତ କରିଛି ପୋଲିସ । ବେଣୁର ସହଯୋଗୀ ବୁଲା ଦାଶ ଫେରାର ହୋଇଯାଇଛି ।
Related Posts
ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ, ଦମକଳ ବାହିନୀ ନାକେଦମ୍
27 January 2021