ବିଜେପୁର ନିର୍ବାଚନ ପାଇଁ ସୁରକ୍ଷା ପ୍ଲାନିଂ : ଆଜି ଗ୍ରାଉଣ୍ଡରେ ସ୍ଥିତି ଅନୁଧ୍ୟାନ କରିବେ ଡିଜିପି

Published By : Prameya-News7 Bureau | October 09, 2019 IST

ବିଜେପୁର ୯।୧୦: ବିଜେପୁର ଉପନିର୍ବାଚନ ପାଇଁ ଆଜି ବିଜେପୁର ଗସ୍ତରେ ଯିବେ ପୋଲିସ ଡିଜି ବି.କେ ଶର୍ମା । ପୂର୍ବାହ୍ନରେ ବରଗଡରେ ପହଞ୍ଚିବା ପରେ ଏସପିଙ୍କ ଅଫିସରେ ବୈଠକ ହେବ ।

{"id":167794}

ଏହି ବୈଠକରେ ଦକ୍ଷିଣ ପଶ୍ଚିମାଞ୍ଚଳ ଆଇଜି ହିମାଂଶୁ ଲାଲ୍, ଏସପି ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିବେ । ଉପନିର୍ବାଚନରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ନେଇ ବୈଠକରେ ଆଲୋଚନା ହେବ ।

{"id":167795}

ସେହପିରି ବିଜେପୁର ନିର୍ବାଚନ ପାଇଁ ଆଜିଠାରୁ ଜୋରଧରବି ପ୍ରଚାର । ୩ ଦଳର ନେତାମାନେ ବିଜେପୁର ବ୍ୟାଟେଲ୍ ପାଇଁ ମଇଦାନକୁ ଓହ୍ଲାଇବ । ନିର୍ବାଚନ ପ୍ରଚାରରେ ବିଜେପୁର ଦାଣ୍ଡ କମ୍ପିବ ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.