୨୯ରେ ଶପଥପାଠ ଉତ୍ସବ ପାଇଁ ପ୍ରଦର୍ଶନୀ ପଡ଼ିଆ ତଦାରଖ କଲେ ପୋଲିସ ଡିଜି

Published By : Prameya-News7 Bureau | May 26, 2019 IST

ଭୁବନେଶ୍ବର ୨୬/୫: ଆସନ୍ତା ୨୯ରେ  ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ନବୀନ ପଟ୍ଟନାୟକ। ପ୍ରଦର୍ଶନୀ ପଡିଆରେ ହେବ ଶପଥପାଠ ଉତ୍ସବ।ସେଥିପାଇଁ ପୋଲିସ ଡିଜି ପ୍ରଦର୍ଶନୀ ପଡିଆରେ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଛନ୍ତି। ପୋଲିସ ଡିଜିଙ୍କ ସହ ପୋଲିସ କମିଶନର ସତ୍ୟଜିତ ମହାନ୍ତି, ଡିସିପି ଅନୁପ ସାହୁ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଅଛନ୍ତି।

{"id":116079}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.