ରାଜ୍ୟବ୍ୟାପୀ ପିଲାଚୋରିକୁ ନେଇ ଗୁଜବକୁ ନେଇ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କ ପ୍ରତିକ୍ରିୟା
27/05/2018 at 10:53 AM

ରାଜ୍ୟବ୍ୟାପୀ ପିଲାଚୋରିକୁ ନେଇ ଗୁଜବ ଘଟଣା
ପ୍ରତିକ୍ରିୟା ରଖିଲେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା
ପିଲାଚୋରି ଘଟଣାକୁ ନେଇ ଭୟଭୀତ ନହେବାକୁ ପରାମର୍ଶ
ସେଭଳି କୌଣସି ଗ୍ୟାଙ୍ଗ ରାଜ୍ୟରେ କାର୍ଯ୍ୟ କରୁନାହିଁ
ଏହା କେବଳ ସୋସିଆଲ ମିଡିଆ ମାଧ୍ୟମରେ ଗୁଜବ ହେଉଛି
ସୋସିଆଲ ମିଡିଆରେ ଏହାକୁ ବ୍ୟାପକ କରାନଯାଉ-ଡିଜିପି
ଏନେଇ ସମସ୍ତ ଏସ୍ପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି
ସେଭଳି କିଛି ସନ୍ଦେହ ହେଲେ ପୋଲିସକୁ ଖବର ଦିଅନ୍ତୁ
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021