ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଆର.ପି ଶର୍ମା
31/08/2018 at 3:57 AM

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଆର.ପି ଶର୍ମା । ବିରୋଧୀ ଓ ମାଓବାଦୀ ସଂଗଠନ ଉପରେ କଡା ନଜର ରଖିବାକୁ ଗୁଇନ୍ଦା ବିଭାଗକୁ କଡା ନିର୍ଦ୍ଦେଶ ଦିଆଯାଇଛି । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ସମସ୍ତ ପ୍ରକାରର ପଦକ୍ଷେପ ନିଆଯିବ । ଗସ୍ତ ପୂର୍ବରୁ ଝାରସୁଗୁଡା ବିଭିନ୍ନ ଅଞ୍ଚଳରେ ମୁତୟନ ହେବେ ସାଧା ପୋଷାକଧାରୀ । ଯେଭଳି କୌଣସି ପ୍ରକାର ଅପ୍ରିତିକର ପରିସ୍ଥିତି ସୃଷ୍ଟି ନହେବ ସେନେଇ ଦୃଷ୍ଟି ଦିଆଯିବ ବୋଲି ପୋଲିସ ଡିଜି ଆର.ପି ଶର୍ମା ସୂଚନା ଦେଇଛନ୍ତି ।
Related Posts
ରୋଷେଇ ସମୟରେ ଅଘଟଣ : ଦେହରେ ନିଆଁ ଲାଗି ଗର୍ଭବତୀ ମହିଳା ଗୁରୁତର
26 February 2021
ଜଙ୍ଗଲରେ ଲାଗିଛି ନିଆଁ, ନିଦରେ ଶୋଇଛନ୍ତି ବନାଞ୍ଚଳ ଅଧିକାରୀ
26 February 2021