ବଲାଙ୍ଗିରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା

Published By : Prameya-News7 Bureau | May 17, 2018 IST

ବଲାଙ୍ଗିରରେ ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା ମାଓବାଦୀ ଦମନ ନୀତି ନେଇ ବରିଷ୍ଠ ପୋଲିସ ଅଧିକାରୀଙ୍କ ସହ ଆଲୋଚନା ମାଓବାଦୀ ଦମନ ଅଭିଯାନ ସଫଳ ହୋଇଛି ଛତିଶଗଡରୁ ଝାଡଖଣ୍ଡକୁ ଲାଗିଥିବା ମାଓ କରିଡର ଉପରେ କଡା ନଜର ରହିଛି ମାଓବାଦୀ ଗତିବିଧିରୁ ଜିଲ୍ଲାକୁ ମୁକ୍ତ କରିବା ମୁଖ୍ୟ ଉଦ୍ଦେଶ୍ୟ ହିଂସାକୁ ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ମାଓବାଦୀଙ୍କୁ ଆହ୍ବାନ ମାଓବାଦୀଙ୍କ ନାଁରେ ଥିବା ପୁରସ୍କାର ରାଶି ସୁରକ୍ଷାବାହିନୀମାନଙ୍କୁ ପ୍ରଦାନ କରାଯିବ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.